କଦମପଡ଼ା ଶିଶୁ ମନ୍ଦିର ଆଧାର ସ୍ତରର ଶିଶୁଶିବିର କାର୍ଯ୍ୟକ୍ରମ ବିଛୁପାଲି ସ୍ଥିତ ଆଶ୍ରମ ରେ ଅନୁଷ୍ଠିତ
ବଲାଙ୍ଗିର, 14 ନଭେମ୍ବର (ହି.ସ.) ଆଜି ଆଧାର ସ୍ତର(ଶିଶୁବାଟିକା-୧, ଶିଶୁବାଟିକା -୨)ର ଶିଶୁଶିବିର କାର୍ଯ୍ୟକ୍ରମ ବିଛୁପାଲି ସ୍ଥିତ ଆଶ୍ରମ ରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ମୋଟ ୪୦୦ଜଣ ଶିଶୁ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଶିଶୁମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ
କଦମପଡ଼ା  ଶିଶୁ ମନ୍ଦିର ଆଧାର ସ୍ତରର ଶିଶୁଶିବିର କାର୍ଯ୍ୟକ୍ରମ ବିଛୁପାଲି ସ୍ଥିତ ଆଶ୍ରମ ରେ ଅନୁଷ୍ଠିତ


କଦମପଡ଼ା  ଶିଶୁ ମନ୍ଦିର ଆଧାର ସ୍ତରର ଶିଶୁଶିବିର କାର୍ଯ୍ୟକ୍ରମ ବିଛୁପାଲି ସ୍ଥିତ ଆଶ୍ରମ ରେ ଅନୁଷ୍ଠିତ


କଦମପଡ଼ା  ଶିଶୁ ମନ୍ଦିର ଆଧାର ସ୍ତରର ଶିଶୁଶିବିର କାର୍ଯ୍ୟକ୍ରମ ବିଛୁପାଲି ସ୍ଥିତ ଆଶ୍ରମ ରେ ଅନୁଷ୍ଠିତ


କଦମପଡ଼ା  ଶିଶୁ ମନ୍ଦିର ଆଧାର ସ୍ତରର ଶିଶୁଶିବିର କାର୍ଯ୍ୟକ୍ରମ ବିଛୁପାଲି ସ୍ଥିତ ଆଶ୍ରମ ରେ ଅନୁଷ୍ଠିତ


ବଲାଙ୍ଗିର, 14 ନଭେମ୍ବର (ହି.ସ.) ଆଜି ଆଧାର ସ୍ତର(ଶିଶୁବାଟିକା-୧, ଶିଶୁବାଟିକା -୨)ର ଶିଶୁଶିବିର କାର୍ଯ୍ୟକ୍ରମ ବିଛୁପାଲି ସ୍ଥିତ ଆଶ୍ରମ ରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ମୋଟ ୪୦୦ଜଣ ଶିଶୁ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଶିଶୁମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଥିଲା। ଶିଶୁମାନେ ଚାଷ ଜମି, ମନ୍ଦିର, ରେଳଷ୍ଟେସନ ଭ୍ରମଣ ରେ ଯାଇଥିଲେ। ପରିଚାଳନା ସମିତିର ସଭାପତି ଡ. ଭବାନୀ ଶଙ୍କର ପଟେଲ ସମ୍ପାଦକ ଶ୍ରୀ ତରଣୀସେନ ପଟେଲ କୋଷାଧକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର ତରିଆ, ସମ୍ଭାଗ କୋଷାଧକ୍ଷ ଶ୍ରୀ ଦତ୍ତ। ନନ୍ଦ ପଣ୍ଡା ଉପସ୍ଥିତ ରହି ଶିଶୁ ଭାଇ ଭଉଣୀଙ୍କୁ ଉତ୍ସ।ହିତ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସନାତନ ମିଶ୍ରଙ୍କ ମାର୍ଗ ଦର୍ଶନ ରେ ସମସ୍ତ ଗୁରୁଜୀ ଗୁରୁମା ତଥା ସେବକ ସେବିକା ଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହିତ ସମ୍ପର୍ଣ୍ଣ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande