
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ନୂଆପଡ଼ା ଉପନିର୍ବାଚନ ଆମକୁ ବଡ଼ ଶିକ୍ଷା ଦେଇଛି
ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ସୁବାସ ସିଂ । ଆମେ ତାକୁ ଅନୁଧ୍ୟାନ କରୁଛୁ । କିନ୍ତୁ
କହିବି ନବୀନଙ୍କ ଲୋକ ପ୍ରିୟତା ଏବେ ବି ରହିଛି । ଲୋକଙ୍କ ବିଶ୍ୱାସ ଆସ୍ଥା ରେ କେଉଁଠି ଗ୍ୟାପ
ରହିଲା ଦଳ ତାକୁ ସମୀକ୍ଷା କରିବ । ଆମେ ଆତ୍ମ ସମୀକ୍ଷା କରୁଛୁ ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା