ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ହନିଫଙ୍କ ନାତି ସମାଜେସବୀ ମୁଖତାର ଆଜ଼ାଦ (ମୁମୁ)ର ଦେହାନ୍ତ
ଭଦ୍ରକ, ୧୫ ନେଭମ୍ବର (ହି.ସ.)- ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂବତର୍ନ ବାଚସ୍ପତି ଓ ରାଜ୍ୟସଭା ସାଂସଦ ମହମ୍ମଦ ହନିଫ ଙ୍କ ନାତି ମୁଖତାର େଅହମଦ ଆଜ଼ଦ ଓରଫ ମୁମୁ ଭାଇ (୬୬ ବର୍ଷ )ଙ୍କ ଆମେରିକା ସ୍ଥିତ ଓହାଇଓ ସିନସନାତି ସହରେର ହୃଦଘାତ ଯୋଗୁଁ ନିଜ ବାସଭବନେର ପରେଲାକ ହୋଇଯାଇଛି ଓ ଭଦ୍ର
ABVP BHADRAK SWABHIMAN SOVAYATRA


ଭଦ୍ରକ, ୧୫ ନେଭମ୍ବର (ହି.ସ.)- ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂବତର୍ନ ବାଚସ୍ପତି ଓ ରାଜ୍ୟସଭା ସାଂସଦ ମହମ୍ମଦ ହନିଫ ଙ୍କ ନାତି ମୁଖତାର େଅହମଦ ଆଜ଼ଦ ଓରଫ ମୁମୁ ଭାଇ (୬୬ ବର୍ଷ )ଙ୍କ ଆମେରିକା ସ୍ଥିତ ଓହାଇଓ ସିନସନାତି ସହରେର ହୃଦଘାତ ଯୋଗୁଁ ନିଜ ବାସଭବନେର ପରେଲାକ ହୋଇଯାଇଛି ଓ ଭଦ୍ରକ ପୁରୁଣା ବଜ଼ାର ସ୍ଥିତ କାଜ଼ି ମହଲ୍ଲା ନିବାସୀ ସ୍ୱଗର୍ତ କମରୁଲ ହୋଦା ଆଜାଦ, ମାତା ତଇମିନା ଖାତୁନଙ୍କ ଔରଷ ରୁ ୨୮ଡେିସମ୍ବର ୧୯୫୯ ମସିହୋର ଜନ୍ମଲାଭ କରିଥେôଲ ଓ ପାଠପଢା ସହିତ ଜନସାଧାରଣଙ୍କ ସେବୋର ଲିପ୍ତ ରହିଥେôଲ ଓ ମୁମୁ ନିଜ ଗାଁ ସହିତ ଆଖପାଖ ଅଂଚଳେର ମଧ୍ୟ ଜେଣ ମେଳାପୀ ଓ ପେରାପକାରୀ କାଯ୍ୟର୍ରେ ରହି ଲୋକ ମାନଙ୍କ ସେବା କରୁଥେôଲ ଓ ପୁରୁଣା ବଜ଼ାର ରୋଭର୍ସ କ୍ଲବେର ଆଗଧାଡିର ଫୁଟବଲ ଖେଳାଳୀ ଭୋବ ସୁନାମ ଅଜର୍ନ କରିଛନ୍ତି ଓ ୧୯୮୫ ରୁ ୧୯୯୦ ମସିହା ସମୟେର ନିଜ ଗାଁ କାଜ଼ି ମହଲ୍ଲା ୱାର୍ଡ ନମ୍ବର ୨୭ ରେ ୱାର୍ଡ ମେମ୍ବର ନିବାର୍ଚନେର ନିବାର୍ଚିତ ହୋଇ କାଉନସିଲର ହୋଇଥେôଲ ଓ ଏହାପେର ନାଜନୀନ ଅଖତର ଆଜାଦ’ ସହିତ ବିବାହ ହୋଇ ଅୋମରିକୋର ରହୁଥିବା ତାଙ୍କ ନିଜ ଭଉଣୀ ଓ ଭେିଣାଇ ପାଖକୁ ଚାଲିଯାଇଥେôଲ ଏବଂ ସେଠୋର ରହି ନିଜର ବ୍ୟବସାୟ ଆରମ୍ଭ କରି ୩୫ ବର୍ଷ ପଯ୍ୟର୍ନ୍ତ ଅୋମରିକୋର ରହି ୧୪ ଡ଼େିସମ୍ବର ୨୦୨୫ ଅୋମରିକା ଠୋର ହୃଦଘାତ ଯୋଗୁଁ ନିଜ ବାସଭବନେର ପରେଲାକ ହୋଇଛି ଓ ତାଙ୍କ ମୃତ୍ୟୁର ଖବର ମୁମୁ ର ଭାଇ ମିର୍ଜା ଇଜ଼ାଜ଼ ବେଗ ପ୍ରକାଶ କରିଥିବାରୁ ଭଦ୍ରକ ସହରେର ଶୋକର ଛାୟା ଖେଳି ଯାଇଥିଲା ଓ ମୃତ୍ୟୁ ଶଯ୍ୟା ନିକଟେର ତାଙ୍କ ମାଁ, ସ୍ତ୍ରୀ, ଏକ ମାତ୍ର ବିବାହିତ ପୁଅ ଓ ଅବିବାହିତ ଝିଅ ମଧ୍ୟ ଉପସ୍ଥିତ ରହିଥେôଲ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

--------------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande