ଦଶର ସ୍ୱାଧୀନତା ସଂଗ୍ରାମ ପୃଷ୍ଠାରେ ରକ୍ତତୀର୍ଥ ଇରମର ବଳିଦାନ ଅବିସ୍ମରଣୀୟ, ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଷଷ୍ଠ ସନ୍ଧ୍ୟା
ଭଦ୍ରକ, ୧୫ ନେଭମ୍ବର (ହି.ସ.)- ଭଦ୍ରକ ଭୂମି ତ୍ୟାଗ,ତିତିକ୍ଷା, ସଂଗ୍ରାମ ଓ ବଳିଦାନର ଭୂମି ଏବଂ ଦେଶର ସ୍ୱାଧୀନତା ସଂଗ୍ରାମ ପୃଷ୍ଠାରେ ଭଦ୍ରକ ସୁବର୍ଣ୍ଣ ସ୍ୱାକ୍ଷର ରଚିଛି। ସ୍ୱାଧୀନତା ସଂଗ୍ରାମେର ଭଦ୍ରକ ଜିଲ୍ଲା ବାସେୁଦବପୁର ବ୍ଳକ ସ୍ଥିତ ଇରମ ଅଂଚଳର ଭୂମିକା ଓ ବଳିଦାନ ଅଭୂତପୂବ,ର୍ ଅବିସ୍ମରଣୀୟ।
BHADRAK MOHASTAV & PUSTAK MELA 6TH EVENING


ଭଦ୍ରକ, ୧୫ ନେଭମ୍ବର (ହି.ସ.)- ଭଦ୍ରକ ଭୂମି ତ୍ୟାଗ,ତିତିକ୍ଷା, ସଂଗ୍ରାମ ଓ ବଳିଦାନର ଭୂମି ଏବଂ ଦେଶର ସ୍ୱାଧୀନତା ସଂଗ୍ରାମ ପୃଷ୍ଠାରେ ଭଦ୍ରକ ସୁବର୍ଣ୍ଣ ସ୍ୱାକ୍ଷର ରଚିଛି। ସ୍ୱାଧୀନତା ସଂଗ୍ରାମେର ଭଦ୍ରକ ଜିଲ୍ଲା ବାସେୁଦବପୁର ବ୍ଳକ ସ୍ଥିତ ଇରମ ଅଂଚଳର ଭୂମିକା ଓ ବଳିଦାନ ଅଭୂତପୂବ,ର୍ ଅବିସ୍ମରଣୀୟ। ଇରମ ମାଟିର ଜାତୀୟ କବି ବାଞ୍ଛାନିଧି ମହାନ୍ତି ଯେପରି ଜାତୀୟତାବାଦୀ ସଂଗୀତର ସାରସ୍ୱତ ଝଙ୍କାର ତୋଳି ସ୍ୱାଧୀନତା ସଂଗ୍ରାମକୁ ତେଜୀୟାନ କରିଥେôଲ ସେପରି ସେହି ଅଂଚଳର ସ୍ୱାଧୀନତା ସଂଗ୍ରାମୀ ଅୋନ୍ଦାଳନର ଯଜ୍ଞ ବେଦୀରେ ନିଜକୁ ଉତ୍ସର୍ଗ କରି ଭଦ୍ରକ ଭୂମିକୁ ବୀର ତଥା ତ୍ୟାଗଭୂମି ଭାବେ ଅଭିହିତ କରିଅଛନ୍ତି ବୋଲି ଉତ୍କଳ ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ପ୍ରାୟୋଜିତ ଭଦ୍ରକ ମେହାତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟେର ଭଦ୍ରକ ସହର ମନେମାହନ ସଂଗୀତ ପରିଷଦ ପଡ଼ିଆଠାରେ ତ୍ରେୟଦଶ ଭଦ୍ରକ ମେହାତ୍ସବ ଓ ପୁସ୍ତକ ମେଳାର ଷଷ୍ଠ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମେହାତ୍ସବର ଷଷ୍ଠ ସଂନ୍ଧ୍ୟାକୁ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ସ୍ମତେିର ଉତ୍ସର୍ଗୀକୃତ କରାଯାଇଥିଲା ଏବଂ 'ଐତିହାସିକ ସ୍ମାରକୀ: ସ୍ୱାଧୀନ ବାଞ୍ଛାନିଧି ଚକଲା' ଶୀଷର୍କେର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲ। ମେହାତ୍ସବର ଉପସଭାପତି ଡାକ୍ତର ଅନୀଲ କୁମାର ଦାଶଙ୍କ ପେୌରାହିତ୍ୟେର ଅନୁଷ୍ଠିତ ଏହି ସାରସ୍ୱତ ସମାରୋହେର ବାସେୁଦବପୁର ବିଧାୟକ େଅଶାକ କୁମାର ଦାସ ମୁଖ୍ୟ ଅତିଥି ଭୋବ ଯୋଗେଦଇଥେôଲ। ଓଡ଼ିଶା ହସ୍ତଶିଳ୍ପ ବିଭାଗର ସହକାରୀ ନେିଦ୍ଦର୍ଶକ ପ୍ରକାଶ କୁମାର ମିଶ୍ର ବିଶିଷ୍ଟ ଅତିଥି,ଅବସର ପ୍ରାପ୍ତ ଅଧ୍ୟକ୍ଷ କୃପାସିନ୍ଧୁ ନାୟକ ମୁଖ୍ୟ ବକ୍ତା, ଦୋମାଦର ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ନିତ୍ୟାନନ୍ଦ ମିଶ୍ର ବେରଣ୍ୟ ବକ୍ତା, ପ୍ରଧାନ ଶିକ୍ଷକ ଅଜୟ କୁମାର ପୃଷ୍ଟି, ଓଡ଼ିଶା ହସ୍ତଶିଳ୍ପ କାରିଗର ସଂଘ ସଭାପତି ଉଦୟନାଥ ମହାନ୍ତି, କବୟିତ୍ରୀ ମମତା ବଳ ଅଧ୍ୟାପିକା ଦେବସ୍ମିତା ମିଶ୍ର ବେରଣ୍ୟ ଅତିଥି ଭୋବ ଯୋଗେଦଇଥେôଲ। ଭଦ୍ରକ ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ସମ୍ମାନିତ ଅତିଥି ଭୋବ ଯୋଗ ଦେଇଥେôଲ। ଟ୍ରଷ୍ଟର ସଭାପତି ଇଂ. ଅଭୟ ସୂତାର ଅତିଥିମାନଙ୍କୁ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିବା େବେଳ ସମ୍ପାଦକ ରବି ନାରାୟଣ ଖିଲାର ଅତିଥି ପରିଚୟ, ଆବାହକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ ପ୍ରଦାନ ଏବଂ ମେହାତ୍ସବ ସହ ସମ୍ପାଦିକା ଅଞ୍ଜନା ମିଶ୍ର ଧନ୍ୟବାଦ ଅପର୍ଣ କରିଥେôଲ। ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତି ମଲ୍ଲିକ ସ୍ୱାଗତ ସଙ୍ଗୀତ ପରେିବଷଣ କରିଥେôଲ । ଏହି ଅଧେôବଶନ ପୂବର୍ରୁ ଭଦ୍ରକ ଇନର ହୁଇଲ କ୍ଲବ ଆନୁକୂଲ୍ୟେର ମହିଳାମାନଙ୍କୁ ନେଇ କୁଇଜ୍ ପ୍ରତେିଯାଗିତା ତଥା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସ୍ନେହଲତା େବେହରଙ୍କ ଅଧ୍ୟକ୍ଷତୋର ଅନୁଷ୍ଠିତ ଏହି ଆସରେର ଝରଣା ପଟନାୟକ ମୁଖ୍ୟ ଅତିଥି, ଇଂ. ଅବନ୍ତୀ ମଲ୍ଲିକ, ରଶ୍ମେିରଖା ପରମାଣିକ, ପ୍ରଣତି ମଲ୍ଲିକ, ରଶ୍ମିତା ଜେନା ପ୍ରମୁଖ ଅତିଥି ଭାବେ ଯୋଗେଦଇଥେôଲ। ଓଡ଼ିଶା ହସ୍ତଶିଳ୍ପ ବିଭାଗର ସହକାରୀ ନେିଦ୍ଦର୍ଶକ ପ୍ରକାଶ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲ।କବୟିତ୍ରୀ ମନୋରମା ରାୟ ମାନପତ୍ର ପାଠ କରିଥେôଲ। ମେହାତ୍ସବ କାର୍ଯ୍ୟକ୍ରମକୁ ନାଟ୍ୟଶ୍ରୀ ନିମର୍ଳ ରାଉତ, କବି ନାରାୟଣ ପାଢ଼ୀ, ମିଡ଼ିଆ ସେଲ୍ ଅଧ୍ୟକ୍ଷ ପ୍ରେମାଦ କୁମାର ରାୟ, ଅଞ୍ଜୁବାଳା ରାଉତ, ଅଧ୍ୟାପକ ନାଶିର ବକ୍ସ ପ୍ରମୁଖ ପରିଚାଳନା କରିଥେôଲ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

-----------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande