ଜନଜାତୀୟ ଗୌରବ ଦିବସ ୨୦୨୫-ଜିଲ୍ଲାବ୍ୟାପି ଉତ୍ସାହରେ ପାଳିତ
ଭଦ୍ରକ, ୧୫ ନେଭମ୍ବର (ହି.ସ.)- ଆମ ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ,ସମସ୍ତ ଜନଜାତି ଓ ସବୁ ଭାରତୀୟଙ୍କ ଗର୍ବ ଗୌରବ ଓ ଆଦର୍ଶ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ବାର୍ଷିକ ପୁର୍ତି ଅବସରେର ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟେର ଜିଲ୍ଲା ଶହୀଦ ସ୍ମୃତି ଭବନେର ଅନୁଷ୍ଠିତ ହୋଇଯାଇଛି। ଏହି ଦିନ
JANA JATIYA GOURAV DIVAS


ଭଦ୍ରକ, ୧୫ ନେଭମ୍ବର (ହି.ସ.)- ଆମ ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ,ସମସ୍ତ ଜନଜାତି ଓ ସବୁ ଭାରତୀୟଙ୍କ ଗର୍ବ ଗୌରବ ଓ ଆଦର୍ଶ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ବାର୍ଷିକ ପୁର୍ତି ଅବସରେର ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟେର ଜିଲ୍ଲା ଶହୀଦ ସ୍ମୃତି ଭବନେର ଅନୁଷ୍ଠିତ ହୋଇଯାଇଛି। ଏହି ଦିନଟି ଆଦିବାସୀ ନେତାମାନଙ୍କ ତ୍ୟାଗ, ସାହସ ଓ ସାମ୍ବିଧାନିକ ଅଧିକାରୀ ପାଇଁ କରାଯାଇଥିବା ସଂଘଷର୍କୁ ସ୍ମରଣ କରିବା ସହ ତାଙ୍କର ସାଂସ୍କୃତିକ ଐତିହକୁ ସମ୍ମାନ ଦେବା େଉଦ୍ଦଶ୍ୟେର ପାଳନ କରାଯାଏ । ବିଭିନ୍ନ ବ୍ଲକରୁ ଶତାଧିକ ଆଦିବାସୀ ସଂପ୍ରଦାୟର ଲୋକ ପହଂଚି ଜନଜାତୀୟ ଗୌରବ ଦିବସ କୁ ଅତି ଧୁମଧାମ୍ ରେ ମେନଇଛନ୍ତି । ବିଭିନ୍ନ ଆଶ୍ରମ ସ୍କୁଲରୁ ଆସିଥିବା କୁନି କୁନି ଛାତ୍ର ଛାତ୍ରୀମୋନ ସେମାନଙ୍କର ଉତ୍କୃଷ୍ଟ ନୃତ୍ୟ ପ୍ରଦଶର୍ନକରି ସମସ୍ତଙ୍କୁ ବେିମାହିତ କରିଥେôଲ । ଗାୟିକା ଶୁଭ୍ରସ୍ମିତା ରାଉତ, ସ୍ମୃତିଶ୍ରୀୟା ମହାନ୍ତି ଏହି ଅବସରେର ଦେଶାତ୍ମେବାଧକ ଓ ଲୋକ ସଂଗୀତ ଗାନ କରି ଆଧ୍ୟାତ୍ମିକ ଓ ରାଷ୍ଟ୍ରଭକ୍ତି ପରେିବଶ ସୃଷ୍ଟି କରିଥେôଲ । ଅନୁଷ୍ଠିତ ହୋଇଥିବା ସଭୋର ଭଦ୍ରକ ବିଧାୟକ ସୀତାଂଶୁ ସେଖର ମହାପାତ୍ର, ଭଦ୍ରକ, ଜିଲ୍ଲାପାଳ ଦିଲିପ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସେରାଜ ଦତ, ପଂଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ଡେପୁଟି କେଲକ୍ଟର କାର୍ତିକ ନାଥ ମଣ୍ଡଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଭଦ୍ରକ ରଶ୍ମିରଞ୍ଜନ ମଲ୍ଲିକ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀଣୀ ଉର୍ମିଳା ଗୋଚ୍ଛାୟତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେର ଉଦଘାଟନ କରିଥେôଲ । ବିଭିନ୍ନ ପ୍ରତେିଯାଗୀତାମୂଳକ ଓ ସାଂସ୍କୃତିକ କାର୍ଯ୍ୟକ୍ରମେର କୃତକାର୍ଯ୍ୟ ହୋଇଥିବା ପ୍ରତେିଯାଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଜଙ୍ଗଲ ସୁରକ୍ଷା ଆଇନ ଅନୁସୋର ଭଣ୍ଡାରେିପାଖରୀ ବ୍ଲକ ଅଧିନ ରହଣିଆ, କୁରିଗାଁ, ରୋଜନ୍ଦ୍ରପୁର ଓ ବିଷ୍ଣୁପୁର ଗ୍ରାମ ପଂଚାୟତ ରେ ମୋଟ ୧୨ ଜଣଙ୍କୁ ଗୋଷ୍ଠୀ ସମ୍ବଳ ପ...ା (ଶେିରାନାମା) ଭଦ୍ରକ ବିଧାୟକଙ୍କ ଦ୍ୱାରା ବଂଟନ କରାଯାଇଥିଲା । ପେର ପେର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଆଭାସୀ ମାଧ୍ୟମେର ସିଧା ପ୍ରସାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମେର କାଦମ୍ବରୀ କରଶର୍ମା ମଂଚ ପରିଚାଳନା କରିବା ସହିତ ଜିଲ୍ଲା କାର୍ଯ୍ୟାଳୟର କମର୍ଚାରୀ ଶ୍ୟମସୁନ୍ଦର ଜେନା, ଆଇଜାକ ମହାନ୍ତି, ଏ.ସି.ପି ସୌମ୍ୟରଞ୍ଜନ ଜେନା, ରଶ୍ମେିରଖା ଦାସ, ହିମାଂସୁ ସାମଲ, ଅୟସକାନ୍ତ ମାଝୀ, କ୍ଷେିରାଦ ବଳ, ଜୟପ୍ରକାଶ ଦାସ, ରଶ୍ମିରାଣୀ ଦାସ ଏବଂ ନିମର୍ଳ ସାହୁ ପ୍ରମୁଖ ସହେଯାଗ କରିଥେôଲ । ସର୍ବ ଶେଷେର ଡେପୁଟି କେଲକ୍ଟର କାର୍ତିକ ନାଥ ମଣ୍ଡଲ ଉପସ୍ଥିତ ସମସ୍ତ ଅତିଥି, ବିଭାଗୀୟ ଅଧିକାରୀ ,ହିତାଧିକାରୀ ଓ ଜନସାଧାରଣଙ୍କୁ ଧନ୍ୟବାଦ ଅପର୍ଣ କରିଥେôଲ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

-----------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande