ମେତା ବଜାର ଉଚ୍ଛେଦ ଅଭିଯାନର ଦ୍ୱିତୀୟ ଦିନ ଭଙ୍ଗାଗଲା ଶତାଧିକ ଦୋକାନ ଘର
ଭଦ୍ରକ, ୧୫ ନେଭମ୍ବର (ହି.ସ.)- ମେତା ବଜାରରେ ଟ୍ରାଫିକ ସମସ୍ୟାର ସୁଧାର ଲାଗି ଲାଗି ତହସିଲ ପକ୍ଷରୁ ରାସ୍ତା ପାଶ୍ୱର୍ ବ୍ୟବସାୟୀଙ୍କୁ େଉଛଦ କରାଯାଇଛି। ପ୍ରଶାସନ ଦ୍ୱିତୀୟ ଦିନେର ଶତାକ ଦୋକାନ ନ ଘର ଭାଙ୍ଗିଛି। ଆଜି ସକୋଳ ପର୍ଯ୍ୟାପ୍ତ ପୁଲିସ କମର୍ଚାରୀଙ୍କ ଉପସ୍ଥିତେିର ଦୋକାନ ଘରଗୁଡ଼ିକୁ ବୁଲେଡାଜର
MOTTO BAZAR DOKAN GRUHA UCHHED


ଭଦ୍ରକ, ୧୫ ନେଭମ୍ବର (ହି.ସ.)- ମେତା ବଜାରରେ ଟ୍ରାଫିକ ସମସ୍ୟାର ସୁଧାର ଲାଗି ଲାଗି ତହସିଲ ପକ୍ଷରୁ ରାସ୍ତା ପାଶ୍ୱର୍ ବ୍ୟବସାୟୀଙ୍କୁ େଉଛଦ କରାଯାଇଛି। ପ୍ରଶାସନ ଦ୍ୱିତୀୟ ଦିନେର ଶତାକ ଦୋକାନ ନ ଘର ଭାଙ୍ଗିଛି। ଆଜି ସକୋଳ ପର୍ଯ୍ୟାପ୍ତ ପୁଲିସ କମର୍ଚାରୀଙ୍କ ଉପସ୍ଥିତେିର ଦୋକାନ ଘରଗୁଡ଼ିକୁ ବୁଲେଡାଜର ସାହାଯ୍ୟେର ଭାଙ୍ଗିବା ଆରମ୍ଭକରାଯାଇଥିଲା। ମାସକ ତଳୁ ତହସିଲ ପକ୍ଷରୁ ସୀମା ଚିହ୍ନଟ କରାଯାଇଥିଲା। ଉକ୍ତ ସୀମାକୁ ଆଧାର କରି େଉଛଦ ଆରମ୍ଭ କରାଯାଇଥିବା େକେତକ ଦୋକାନ ଘରର ଚିହ୍ନଟ ସୀମାରୁ ଅଧିକ ଭଙ୍ଗାଯିବା ଯୋଗୁଁ ସାମୟିକ େଉତଜନା ପ୍ରକାଶ ପାଇଥିଲା। ଏଥେôନଇ ହୋ'ହାଲା ହୋଇଥିଲା। ଚାନ୍ଦବାଲି ଥାନାଧିକାରୀ ପେରଶ ନାୟକ, ବାଂଶଡା ଥାନାଧିକାରୀ ମହମ୍ମଦ ହାଫିଜ ଓ ତହସିଲଦାର । ଭବେତାଷ ମଲିକ ପୂବର୍ରୁ ଚିହ୍ନଟ ସୀମା ଅନୁଯାୟୀ ଭଙ୍ଗାଯିବ ବୋଲି। ପେର େଉତଜନା ଥମିଥିଲା। ଦୁଇ ଦିନର ଆଶ୍ୱାସନା ସନା ଦେବା େଉଛଦ ପେର ବହୁ ବ୍ୟବସାୟୀ ଜୀବିକା ହରାଇଥିବାରୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଥଇଥାନ କରାଯିବାକୁ ଦାବି ହୋଇଛି। ସେହିପରି ଟ୍ରାଫିକ ସମସ୍ୟାର ସୁଧାର ଲାଗି ରାସ୍ତା ପାଶ୍ୱର୍ରୁ ଅବେରାଧ ହଟାଯାଇଥେôଲ ହେଁ ପୂର୍ତ ବିଭାଗ ପକ୍ଷରୁ ତୁରନ୍ତ ସେହି ସ୍ଥାନେର ରାସ୍ତା ନିର୍ମାଣ କରାଯିବା ଉଚିତ ବୋଲି ଦାବି ହୋଇଛି। । ରାସ୍ତା ନିର୍ମାଣ । େହେଲ ପାକିଂ ଟାଇଁ ପ୍ରଶସ୍ତ ଜାଗା ମିଳିବ ଓ ମୁଖ୍ୟ ରାସ୍ତୋର ଟ୍ରାଫିକ ସମସ୍ୟା ସୃଷ୍ଟି ହେବନି ନି ବୋଲି କୁହାଯାଉଛି । ଏଣୁ ପୂର୍ତ ବିଭାଗ ଓ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦେବାକୁ ଦାବି ହୋଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande