ରାମାୟଣ ନାଟକରେ ଅଶ୍ଳୀଳ ପ୍ରଦର୍ଶନ ୯ ଜଣଙ୍କ ନାମରେ ମାମଲା
ଗଂଜାମ, 20 ନଭେମ୍ବର (ହି.ସ.) ମୌଳାଭଣଂଜା ଗ୍ରାମରେ ପୌରାଣିକ ନାଟକ ପ୍ରଦର୍ଶନ ବେଳେ ଅଭିନେତା ଅଭିନେତ୍ରୀମାନେ ଅଶ୍ଲୀଳ ଅଭିନୟ ଓ ନୃତ୍ୟ ପରିବେଷଣ କରିବାରୁ ଏମାନେ କୋର୍ଟର କାଠଗଡାକୁ ଆସିଛନ୍ତି। ଏନେଇ ଦିଗପହଣ୍ଡି ଥାନାରେ 9ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।ଏହି ମାମଲାରେ ନାଟକ କଳାକାର,ପରିଚାଳ
ରାମାୟଣ ନାଟକରେ ଅଶ୍ଳୀଳ ପ୍ରଦର୍ଶନ ୯ ଜଣଙ୍କ ନାମରେ ମାମଲା


ଗଂଜାମ, 20 ନଭେମ୍ବର (ହି.ସ.)

ମୌଳାଭଣଂଜା ଗ୍ରାମରେ ପୌରାଣିକ ନାଟକ ପ୍ରଦର୍ଶନ ବେଳେ ଅଭିନେତା ଅଭିନେତ୍ରୀମାନେ ଅଶ୍ଲୀଳ ଅଭିନୟ ଓ ନୃତ୍ୟ ପରିବେଷଣ କରିବାରୁ ଏମାନେ କୋର୍ଟର କାଠଗଡାକୁ ଆସିଛନ୍ତି। ଏନେଇ ଦିଗପହଣ୍ଡି ଥାନାରେ 9ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।ଏହି ମାମଲାରେ ନାଟକ କଳାକାର,ପରିଚାଳକ ଆୟୋଜକ କମିଟିର କର୍ମକର୍ତ୍ତା ସମେତ 9ଜଣଙ୍କ ନାମରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଥାନାରେ କେସ ନଂବର419/25ବିଏନଏସଧାରା299/296/352/3(5)ସହିତ ଆରଆରଡବଲ୍ୟୁ ଆକ୍ଟ 1986ର ଧାରା6 ପ୍ରକାରେ ମାମଲା ରୁଜୁ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande