
ଭୁବନେଶ୍ୱର, 4 ନଭେମ୍ବର (ହି.ସ.)- ଜୟ ଢୋଲକିଆଙ୍କୁ ବରିଷ୍ଠ ବିଜେଡି ନେତା
ଅତୁନ ସବ୍ୟସାଚୀଙ୍କ କାଉଣ୍ଟର । ଅତନୁ କହିଛନ୍ତି ଯେ, ଜୟ ବୋଧେ ଭୁଲି ଯାଇଛନ୍ତି ସ୍ବର୍ଗତ
ରାଜେନ୍ଦ୍ର ଢୋଲକିଆଙ୍କୁ ନବୀନ ପଟ୍ଟନାୟକ ଟିକେଟ ଦେଇ ଏମଏଲଏକରିଛନ୍ତି। ପୁଣି ତାଙ୍କ ସମ୍ମାନକୁ ରକ୍ଷା ପାଇଁ
ନୂଆପଡ଼ାରୁ ରାଜେନ୍ଦ୍ର ଢୋଲକିଆଙ୍କୁ ମନ୍ତ୍ରୀ କଲେ। ମୁଁ ଏଇଠି ଅବଜରଭର ଥିଲି ନବୀନ ପଟ୍ଟନାୟକ
ଓ ବିଜେଡି ରାଜୁ ଢୋଲକିଆଙ୍କୁ କଣ ସମ୍ମାନ ଦେଇଛନ୍ତି ସେ ପ୍ରତିକ୍ରିୟାଆଜି ବି ଅଛି। ଥରେ ଭଲ କରି ତାଙ୍କ ପୁଅ ଶୁଣନ୍ତୁ ବୋଲି
କହିଛନ୍ତି ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା