୭୩ କୋଟିର ବ୍ୟାଙ୍କ ଋଣ ଠକେଇ, ଓଡ଼ିଶା ସ​‌ମେତ ୪ଟି ରାଜ୍ୟରେ ଇଡି ରେଡ୍
ଭୁବନେଶ୍ୱର, 4 ନଭେମ୍ବର (ହି.ସ.)- ୭୩ କୋଟିର ବ୍ୟାଙ୍କ ଋଣ ଠକେଇ । ଓଡ଼ିଶା ସ​‌ମେତ ୪ଟି ରାଜ୍ୟରେ ଇଡି ରେଡ୍ କରିଛି । ଏସ୍‌ଆର ଆଲକୋବେଭ ସହ ଏକାଧିକ ସଂସ୍ଥାରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଚଢାଉ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି କାଗଜପତ୍ର ଜବତ
୭୩ କୋଟିର ବ୍ୟାଙ୍କ ଋଣ ଠକେଇ, ଓଡ଼ିଶା ସ​‌ମେତ ୪ଟି     ରାଜ୍ୟରେ ଇଡି ରେଡ୍


ଭୁବନେଶ୍ୱର, 4 ନଭେମ୍ବର (ହି.ସ.)- ୭୩ କୋଟିର ବ୍ୟାଙ୍କ ଋଣ ଠକେଇ । ଓଡ଼ିଶା

ସ​‌ମେତ ୪ଟି ରାଜ୍ୟରେ ଇଡି ରେଡ୍ କରିଛି । ଏସ୍‌ଆର ଆଲକୋବେଭ ସହ ଏକାଧିକ ସଂସ୍ଥାରେ ଚଢ଼ାଉ

କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଚଢାଉ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି କାଗଜପତ୍ର

ଜବତ କରାଯାଇଛି । ୨ଟି ବ୍ୟାଙ୍କରୁ ୭୩ କୋଟି ବ୍ୟାଙ୍କ ଋଣ

ଠକେଇ ମାମଲାରେ ଏମ୍‌/ଏସ୍‌ ଏସ୍‌ଆର ଆଲକୋବେଭ ପ୍ରା. ଲି ଓ ଅନ୍ୟମାନଙ୍କ ସମ୍ପୃକ୍ତି

ଲିଙ୍କରେ ଓଡ଼ିଶା ସମେତ ୪ଟି ରାଜ୍ୟରେ ଚଢ଼ଉ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ । ଓଡ଼ିଶା, ଦିଲ୍ଲୀ, ଉତ୍ତରାଖଣ୍ଡ ଓ ପଞ୍ଜାବର ବିଭିନ୍ନ ସ୍ଥାନରେ ଇଡ଼ିର ଭୁବନେଶ୍ବର

ଶାଖା ପକ୍ଷରୁ ଚଢ଼ଉ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande