ଉତ୍କଳ ବିଲ୍ଡର ଉପରେ ଆୟକର ରେଡ୍
ଭୁବନେଶ୍ୱର, 4 ନଭେମ୍ବର (ହି.ସ.)- ଉତ୍କଳ ବିଲ୍ଡର୍ସ ଉପରେ ଆୟକର ଚଢାଉ । ଆଜି ସକାଳୁ ଆୟକର ବିଭାଗ ପକ୍ଷରୁ ଉତ୍କଳ ବିଲ୍ଡରର ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । 18 ଟି ଟିମ୍ ଚଢାଉରେ ସାମିଲ ହୋଇଛନ୍ତି । ଚଢାଉରେ 120 ଅଫିସର ନିୟୋଜିତ ଅଛନ୍ତି । କୋଟି କୋଟି ଟଙ୍କା ଆୟକର ଫାଙ୍କ
ଉତ୍କଳ ବିଲ୍ଡର ଉପରେ ଆୟକର ରେଡ୍


ଭୁବନେଶ୍ୱର, 4 ନଭେମ୍ବର (ହି.ସ.)- ଉତ୍କଳ ବିଲ୍ଡର୍ସ ଉପରେ ଆୟକର ଚଢାଉ । ଆଜି ସକାଳୁ ଆୟକର ବିଭାଗ ପକ୍ଷରୁ ଉତ୍କଳ ବିଲ୍ଡରର

ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । 18 ଟି ଟିମ୍ ଚଢାଉରେ ସାମିଲ ହୋଇଛନ୍ତି । ଚଢାଉରେ 120

ଅଫିସର ନିୟୋଜିତ ଅଛନ୍ତି । କୋଟି କୋଟି ଟଙ୍କା ଆୟକର ଫାଙ୍କିବା ନେଇ ଜଣା ପଡିବା ପରେ ଆୟକର

ବିଭାଗର ପକ୍ଷରୁ ଚଢାଉ କରାଯାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande