ଦେଶି ମଦ ଚାଲାଣ ବେଳେ ଚଢାଉ, ୨ ଗିରଫ
ଜୟପୁର , 10 ଡିସେମ୍ବର (ହି.ସ.) ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଆଜି ଚଢାଉ କରି ୨ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବଢିଗୁଡା ଗ୍ରାମର କୃଷ୍ଣ ନାୟକ ନିତିଲା ମୁଦୁଲି । ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଆଜି ବଢିଗୁଡା ଗ୍ରାମ ରାସ
ଦେଶି ମଦ ଚାଲାଣ  ବେଳେ ଚଢାଉ, ୨ ଗିରଫ


ଜୟପୁର

, 10 ଡିସେମ୍ବର (ହି.ସ.)

ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଆଜି ଚଢାଉ କରି ୨ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବଢିଗୁଡା ଗ୍ରାମର କୃଷ୍ଣ ନାୟକ ନିତିଲା ମୁଦୁଲି । ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଆଜି ବଢିଗୁଡା ଗ୍ରାମ ରାସ୍ତାରେ ଚଢାଉ କରିଛି । ଚଢାଉ କରି ଦୁଇ ଅଭିଯୁକ୍ତ ଠାରୁ ୧୭ ଲିଟର ଦେଶି ମଦ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତ କୁ ଆଜି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ତରଫରୁ ସୁଚନା ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande