୯୭୭ ବ୍ୟାଚ ବନ୍ଧୁ ମିଳନ
କେନ୍ଦ୍ରାପଡ଼ା, ୧୦ ଡିସେମ୍ବର(ହି.ସ.) – ମାର୍ଶାଘାଇ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୭୭ ମସିହା ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ ଉତ୍ସବ ବୁଧବାର ମାର୍ଶାଘାଇ ଯଜ୍ଞ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ୟାଚ ଛାତ୍ରବନ୍ଧୁଙ୍କ ସଭାପତି ଧୂନାକିଶୋର ନାୟକ, ସମ୍ପାଦକ ଅଧିକାରୀ ଲକ୍ଷ୍ମୀ
୯୭୭ ବ୍ୟାଚ ବନ୍ଧୁ ମିଳନ


କେନ୍ଦ୍ରାପଡ଼ା, ୧୦ ଡିସେମ୍ବର(ହି.ସ.) – ମାର୍ଶାଘାଇ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୭୭ ମସିହା ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ ଉତ୍ସବ ବୁଧବାର ମାର୍ଶାଘାଇ ଯଜ୍ଞ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ୟାଚ ଛାତ୍ରବନ୍ଧୁଙ୍କ ସଭାପତି ଧୂନାକିଶୋର ନାୟକ, ସମ୍ପାଦକ ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ଇଂ ରବିନ୍ଦ୍ର ବେଉରା, ସୋମନାଥ ବେହେରା, ଅବସରପ୍ରାପ୍ତ ଶିକ୍ଷକ ଅଶୋକ ନାୟକ, ଅଶୋକ ଦଳାଇ, ଧିରେନ ବେହେରା, ବୈଷ୍ଣବ ସାହୁ, ଦିଲ୍ଲୀପ ନାୟକ, ରାଜେନ୍ଦ୍ର ପ୍ରସାଦ ଦାସ, ବଳରାମ ଦାଶ, ନିମାଇଁ ଶତପଥୀ, ନିରଞ୍ଜନ କାନୁନଗୋ, ପ୍ରମୋଦ କୁମାର ଚୌଧୁରୀ, ବିଜୟ ବସନ୍ତିଆ, କିରଣ କୁମାର ବେଉରା, ଅଧିକାରୀ ପ୍ରଧାନ, ହାଡ଼ିବନ୍ଧୁ ବେହେରା, ପଂଚାନନ ରାଉତ, ଦୁର୍ଯ୍ୟୋଧନ ରାଉତ, ମୃତ୍ୟୁଞ୍ଜୟ ବେହେରା, ଅରକ୍ଷିତ ଜେନା, ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଦାଶ, ଶିଳ୍ପୀ କ୍ଷୀରୋଦ ବେହେରା, ବିଜୟ ବେହେରା, ଅକ୍ଷୟ ବେହେରାଙ୍କ ସମେତ ୫୨ ଜଣ ଯୋଗଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande