ଗଣତନ୍ତ୍ର ରେ ଜୟ ଅଛି ପରାଜୟ ବି ଅଛି – ପ୍ରସନ୍ନ ଆଚାର୍ଯ୍ୟ
ଭୁବନେଶ୍ୱର, 10 ଡିସେମ୍ବର (ହି.ସ.) ଅଛି – ଗଣତନ୍ତ୍ର ରେ ଜୟ ଓ ପରାଜୟ ଉଭୟ ରହିଛି । ଗୋଟେ ନିର୍ବାଚନ ବା ଗୋଟେ ଉପ ନିର୍ବାଚନ ସବୁ କଥାର ନୀତି ନିର୍ଦ୍ଧାରଣ କରେ ନାହିଁ । ଗଣତନ୍ତ୍ର ରେ ଜୟ ଅଛି ପରାଜୟ ବି ଅଛି । ତେଣୁ ଗୋଟେ ବିଜୟ ରେ ଉଲ୍ଲସିତ ହେବାର ନାହିଁ କି ଗୋଟେ ଉପ ନିର୍ବାଚନ ପରାଜୟ ରେ ମି
ପ୍ରସନ୍ନ


ଭୁବନେଶ୍ୱର, 10 ଡିସେମ୍ବର (ହି.ସ.) ଅଛି – ଗଣତନ୍ତ୍ର ରେ ଜୟ ଓ ପରାଜୟ ଉଭୟ ରହିଛି । ଗୋଟେ ନିର୍ବାଚନ ବା ଗୋଟେ ଉପ ନିର୍ବାଚନ ସବୁ କଥାର ନୀତି ନିର୍ଦ୍ଧାରଣ କରେ ନାହିଁ । ଗଣତନ୍ତ୍ର ରେ ଜୟ ଅଛି ପରାଜୟ ବି ଅଛି । ତେଣୁ ଗୋଟେ ବିଜୟ ରେ ଉଲ୍ଲସିତ ହେବାର ନାହିଁ କି ଗୋଟେ ଉପ ନିର୍ବାଚନ ପରାଜୟ ରେ ମିୟମ୍ରଣ ବି ହେବାର ନାହିଁ । ଆତ୍ମ ସମୀକ୍ଷା କରିବାର ଆବଶ୍ୟକତା ରହିଛି । ଦଳ ସବୁବେଳେ ରିଭାଇଭାଲ ପନ୍ଥା ରେ ଚାଲିଛି । ନୂଆ ବର୍ଷ ରେ ବିଜେଡି ସଂଗଠନରେ କିଛି ନୂଆ ହେବ କି ପ୍ରଶ୍ନ ରେ ବିଜେଡିର ବରିଷ୍ଠ ଉପ ସଭାପତି ପ୍ରସନ୍ନ ଆଚାର୍ଯ୍ୟ ଏହା କହିଛନ୍ତି ।

ସେ କହିଛନ୍ତି ଯେ ନେତୃତ୍ୱ ପ୍ରସଙ୍ଗ ରେ ଠିକ ସମୟ ରେ ଉତ୍ତର ଦିଆଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande