ବନ୍ଦ ଘରୁ ମିଳିଲା ଇଲେଟ୍ରିସିଆନଙ୍କ ଝୁଲନ୍ତା ମୃତଦେହ
ବଲାଙ୍ଗିର, 10 ଡିସେମ୍ବର (ହି.ସ.)ବଲାଙ୍ଗୀର ଲୋୟର ସୁକତେଲ ମାଗୁର ବେଡ଼ା କଲୋନୀଠାରେ ଏକ ବନ୍ଦଘରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ଯୁବକ ଜଣକ ପପୁ କାନ୍ତ ରଣା (୩୧) ସୁନ୍ଦରଗଡ଼ ଜିଲା ରାଉରକେଲା ବଣେଇ ଅଞ୍ଚଳର ବୋଲି ଜଣାପଡିଛି l ଖବର ପାଇ ଯୁବକଙ୍କ ସମ୍ପର୍କୀୟମାନେ ପହଞ୍ଚିଛନ୍ତ
ବନ୍ଦ ଘରୁ ମିଳିଲା ଇଲେଟ୍ରିସିଆନଙ୍କ ଝୁଲନ୍ତା ମୃତଦେହ


ବଲାଙ୍ଗିର, 10 ଡିସେମ୍ବର (ହି.ସ.)ବଲାଙ୍ଗୀର ଲୋୟର ସୁକତେଲ ମାଗୁର ବେଡ଼ା କଲୋନୀଠାରେ ଏକ ବନ୍ଦଘରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ଯୁବକ ଜଣକ ପପୁ କାନ୍ତ ରଣା (୩୧) ସୁନ୍ଦରଗଡ଼ ଜିଲା ରାଉରକେଲା ବଣେଇ ଅଞ୍ଚଳର ବୋଲି ଜଣାପଡିଛି l ଖବର ପାଇ ଯୁବକଙ୍କ ସମ୍ପର୍କୀୟମାନେ ପହଞ୍ଚିଛନ୍ତି l ଏପର୍ଯ୍ୟ ମୃତ ଯୁବକଙ୍କ ବାପା ମାଆ ପହଞ୍ଚିଁ ନ ଥିବା ଜଣା ପଡ଼ୁଛି l ସେ ସୁକତେଲ ଡ୍ୟାମ୍‌ରେମେକାନିକାଲ ସେକ୍ସନରେ ଇଲେଟ୍ରିସିଆନ ଭାବରେ କାର୍ଯ୍ୟରତ ଥିବା ଜଣାପଡିଛି l ବଲାଙ୍ଗୀର ସଦର ପୋଲିସ ମାଗୁର ବେଡ଼ା କଲୋନୀରେ ପହଞ୍ଚି ତଦନ୍ତ କରୁଥିବା ଜଣା ପଡିଛି l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande