ବାଲାସାହେବ ଦେଓରସଙ୍କ ଜୟନ୍ତୀରେ   ଶ୍ରଦ୍ଧାଞ୍ଜଳି ଅର୍ପଣ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର ,11 ଡିସେମ୍ବର (ହି.ସ.) । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍)ର ତୃତୀୟ ସରସଂଘଚାଳକ ବାଲାସାହେବ ଦେଓରସଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ସୋସିଆଲ୍ ମିଡିଆରେ ଲେଖିଛନ୍ତି
ବାଲାସାହେବ ଦେଓରସଙ୍କ ଜୟନ୍ତୀରେ   ଶ୍ରଦ୍ଧାଞ୍ଜଳି ଅର୍ପଣ କେନ୍ଦ୍ର ଶିକ୍ଷା ମନ୍ତ୍ରୀ


ଭୁବନେଶ୍ୱର ,11 ଡିସେମ୍ବର (ହି.ସ.) ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍)ର

ତୃତୀୟ ସରସଂଘଚାଳକ ବାଲାସାହେବ ଦେଓରସଙ୍କ ଜୟନ୍ତୀରେ ତାଙ୍କୁ

ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସେ ସୋସିଆଲ୍ ମିଡିଆରେ ଲେଖିଛନ୍ତି,

“ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତୃତୀୟ ସରସଂଘଚାଳକ ବାଲାସାହେବ ଦେଓରସଙ୍କ ଜୟନ୍ତୀରେ ମୁଁ

ତାଙ୍କୁ ଶ୍ରଦ୍ଧା ପୂର୍ବକ ଅଭିନନ୍ଦନ ଜଣାଉଛି।

ଦେଓରସ ଜୀଙ୍କ ସମଗ୍ର ଜୀବନ ସମାଜିକ ପୁନରୁଥ୍ଥାନ,

ସମରସତା ଏବଂ ରାଷ୍ଟ୍ରସେବାର ଏକ ପ୍ରକାଶିତ ପଥ ରହିଥିଲା । ସମାଜର ସବୁଠୁ ବଞ୍ଚିତ ଏବଂ ଉପେକ୍ଷିତ

ବର୍ଗମାନଙ୍କୁ ସମ୍ମାନ ଓ ଅବସର ଦେବା ପାଇଁ ତାଙ୍କର ଅବିରତ ପ୍ରୟାସ ଜାତୀୟ ଜୀବନରେ ନୂଆ ଚେତନା

ସୃଷ୍ଟି କରିଥିଲା । ଆପାତକାଳର ଅନ୍ଧକାର ଅଧ୍ୟାୟରେ ମଧ୍ୟ ସେ ଅଦମ୍ୟ ସାହସ ଓ ଅଟଳ ଦୃଢତାର

ପରିଚୟ ଦେଇଥିଲେ। ତାଙ୍କର ଚିନ୍ତାଧାରା ଓ କର୍ତ୍ତବ୍ୟନିଷ୍ଠା ସଦା ଆମର ପଥକୁ ସବୁବେଳେ ଆଲୋକିତ କରୁଥିବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande