ଏସଆଇ ପରୀକ୍ଷା ସ୍କାମ୍ : ରିମାଣ୍ଡରେ ଗଲେ ୪ ଅଭିଯୁକ୍ତ
ଭୁବନେଶ୍ୱର ,11 ଡିସେମ୍ବର (ହି.ସ.) ଏସଆଇ ଚାକିରି ପରୀକ୍ଷା କେଳେଙ୍କାରୀ ମାମଲାରେ ୪ ଅଭିଯୁକ୍ତଙ୍କୁ ସିବିଆଇ ଦୁଇ ଦିନିଆ ରିମାଣ୍ଡରେ ନେଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଟି. ଅଭିମନ୍ୟୁ ଦୋରା ଓ ପ୍ରିୟଦର୍ଶିନୀ ସାମଲଙ୍କୁ ସିବିଆଇ ରିମାଣ୍ଡରେ
ଏସଆଇ ପରୀକ୍ଷା ସ୍କାମ୍ : ରିମାଣ୍ଡରେ ଗଲେ ୪ ଅଭିଯୁକ୍ତ


ଭୁବନେଶ୍ୱର ,11 ଡିସେମ୍ବର (ହି.ସ.) ଏସଆଇ ଚାକିରି ପରୀକ୍ଷା କେଳେଙ୍କାରୀ ମାମଲାରେ ୪ ଅଭିଯୁକ୍ତଙ୍କୁ ସିବିଆଇ ଦୁଇ ଦିନିଆ ରିମାଣ୍ଡରେ ନେଇଥିବା ଜଣା ପଡିଛି ।

ମିଳିଥିବା ସୂଚନା ଅନୁସାରେ ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଟି. ଅଭିମନ୍ୟୁ ଦୋରା ଓ ପ୍ରିୟଦର୍ଶିନୀ ସାମଲଙ୍କୁ ସିବିଆଇ ରିମାଣ୍ଡରେ ନେଇଛି । ଅନ୍ୟତମ ଅଭିଯୁକ୍ତ ନୀତୀଶକୁ ଗତ କାଲି ଠାରୁ ରିମାଂଡରେ ରହିଛି । ସିବିଆଇ ନୀତୀଶକୁ ବିହାରରୁ ଧରିଆଣି ଜେରା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande