ଭୁବନେଶ୍ୱର, ୧୧ ଡିସେମ୍ବର (ହି.ସ.)- ଆଗାମୀ ୭ ଦିନ ଅର୍ଥାତ୍ ୧୮ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲା ଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
13 Dec 2025
ପୁରୀ, ୧୩ ଡିସେମ୍ବର (ହି.ସ.)- ପୁରୀ ମହୋଦଧି କୂଳରେ ମହୋଦଧି ଦିବସ ୨୦୨୫ ଉଦଯାପିତ ହୋଇଯାଇଛି । ନଦୀ, ସମୁଦ୍ର, ଜଙ୍ଗଲ ଇତ୍ୟାଦିର ସୁରକ୍ଷା ଓ ପବିତ୍ରତାକୁ ରକ୍ଷା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୧୨ ତାରିଖକୁ ମହୋଦଧି ଦିବସ ରୂପେ ଦ ବେଲ ଅନୁଷ୍ଠାନ ତରଫରୁ ପାଳନ କରାଯାଉଛି । ଚଳିତବର୍ଷ ..
କେନ୍ଦୁଝର, ୧୩ ଡିସେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲାର ଅନୁସୂଚିତ ଜାତି ଓ ଅନୁସୂଚୀତ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଅନ୍ବେଷା ଛାତ୍ରାବାସର ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ବାର୍ଷିକ ଖେଳ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି । କେନ୍ଦୁଝର ନିର୍ମଳା କନଭେଣ୍ଟ ସ୍କୁଲର ବାର୍ଷିକ ଖେଳକୁ..
ଭୁବନେଶ୍ୱର, ୧୩ ଡିସେମ୍ବର (ହି.ସ)- ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଓ ରାଜସ୍ୱ ଅଦାଲତ ପରିସରରେ ଚଳିତ ବର୍ଷର ଅନ୍ତିମ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଉକ୍ତ ଲୋକ ଅଦାଲତରେ ମୋଟ ଏକ ଲକ୍ଷ ୨୫ ହଜାର ୯୬୧ଟି ମାମଲା ..
ପୂର୍ବୋଦୟ ଦୃଷ୍ଟିକୋଣ ୨୦୨୫ ଆନ୍ତର୍ଜାତୀୟ ସମ୍ମିଳନୀ ରାଜ୍ୟପାଳଙ୍କ ଦ୍ୱାରା ଉଦଘାଟିତ ଭୁବନେଶ୍ୱର, ୧୩ ଡିସେମ୍ବର (ହି.ସ)- ପୂର୍ବ ଭାରତର ଉଦୟ ଦେଶର ଭବିଷ୍ୟତକୁ ଗଢି ତୋଳିବ ବୋଲି ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମାପାଟି କହିଛନ୍ତି । ଶନିବାର ଦିନ ଭୁବନେଶ୍ୱର ଠାରେ ଆୟୋଜିତ '' ପୂର୍ବୋଦୟ ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha