
ଭୁବନେଶ୍ୱର,୧୧ ଡିସେମ୍ବର (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ତୃତୀୟ ସରସଂଘଚାଳକ ବାଲାସାହେବ ଦେଓରସଜୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଂଜଳି ଜଣାଇଛନ୍ତି।
ଏକ୍ସରେ ମୁଖ୍ୟମନ୍ତ୍ର୍ରୀ ଲେଖିଛନ୍ତି ରାଷ୍ଟ୍ର କାର୍ଯ୍ୟରେ ନିଜର ସମଗ୍ର ଜୀବନ ସମର୍ପିତ କରିଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ତୃତୀୟ ସରସଂଘଚାଳକ ବାଲାସାହେବ ଦେଓରସଜୀଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା