ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
କେନ୍ଦୁଝର, ୧୪ ଡିସେମ୍ବର (ହି.ସ.) - ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଇଣ୍ଡିଆନ ବାଏ ବାର୍ଥ ଦ୍ୱାରା ଆୟୋଜିତ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆଜି କେନ୍ଦୁଝର ଶିଶୁ ମନ୍ଦିର ପରିସର ମଧ୍ୟରେ ସଫଳତାର ସହିତ ସମାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ ଅଲ୍ଟିମେଟ ଭୁବନେଶ୍ୱରରୁ ଆସିଥିବା
Health camp by indian by birth


କେନ୍ଦୁଝର, ୧୪ ଡିସେମ୍ବର (ହି.ସ.) - ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଇଣ୍ଡିଆନ ବାଏ ବାର୍ଥ ଦ୍ୱାରା ଆୟୋଜିତ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆଜି କେନ୍ଦୁଝର ଶିଶୁ ମନ୍ଦିର ପରିସର ମଧ୍ୟରେ ସଫଳତାର ସହିତ ସମାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ ଅଲ୍ଟିମେଟ ଭୁବନେଶ୍ୱରରୁ ଆସିଥିବା ବିଭିନ୍ନ ବିଭଗର ବିଶେଷଜ୍ଞ ଡାକ୍ତର, ଭୁମିକା ଚକ୍ଷୁ ମେଡିକାଲ୍ କେନ୍ଦୁଝରର ଆଖି ବିଶେଷଜ୍ଞ, ଡା. ଓତା ଦାନ୍ତ ବିଶେଷଜ୍ଞ ମାନଙ୍କ ଦ୍ୱାରା କେନ୍ଦୁଝର ସହର ତଥା ଆଖ ପାଖ ଅଂଚଳର ୬୦ ବର୍ଷ ରୁ ଉର୍ଦ୍ଧ ଶତାଧିକ ବାପା ଓ ମା ମାନେ ପହଂଚି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାର ସୁଯୋଗ ଲାଭ କରିଥିଲେ। ଏହି ସିବିରଟି ପ୍ରତିଶ୍ଠାତା ଈଂ ସୁନିଲ୍ ବେହେରା କଂ ତତ୍ୱାବଧାନରେ, ସହ ପ୍ରତିଶଠାତା ଈଂ ସତ୍ୟରଞନ୍ ସାହୁ କଂ ନେତ୍ରୁତ୍ୱରେ , ଜିଲ୍ଲାର ଜୁଗ୍ମ ଶଭାପତି ଅଭିଜିତ୍ ମହାନ୍ତି ଓ ସଂପାଦକ ମାନସ ରଂଜନ୍ ସାହୁ କଂ ସମେତ , ସୁଭମ୍ ସାହୁ , ଚିନ୍ମୟ ମାଝୀ, କିଶୋର୍ ମହାନ୍ତ, ଲଳିତ୍ ମହାନ୍ତ, ଅନିଲ୍ ମୁନ୍ଡା , କେଦାର୍ ମହାନ୍ତ, ଭରତ ମହାନ୍ତ ଓ ରାଜିବ୍ ସାହୁ ପ୍ରମୁଖ କାର୍ଜ୍ୟ ରେ ସହଜୋଗ କରି ସମାପନ କରିଥୀଲେ । ଇଣ୍ଡିଆନ୍ ବାଏ ବାର୍ଥ ର ଏହି ମହତ୍ କାର୍ଯ୍ୟରେ ଜିଲ୍ଲା ର ବରିଷ୍ଠ ନାଗରିକ ମାନେ ଆଶିର୍ବାଦ କରିଥୀଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande