ଫେବୃଆରୀ ଶେଷ ସୁଦ୍ଧା ସରିବ ରାମୁ ଅସ୍ଥି କଙ୍କାଳର ସଂରକ୍ଷଣ ପ୍ରକ୍ରିୟା
ଭୁବନେଶ୍ୱର, 14 ଡିସେମ୍ବର (ହି.ସ.)- ଫେବୃଆରୀ ଶେଷ ସୁଦ୍ଧା ସରିବ ରାମୁ ଅସ୍ଥି କଙ୍କାଳର ସଂରକ୍ଷଣ ପ୍ରକ୍ରିୟା । ଗତ କାଲି ରାମୁର ସମସ୍ତ ଅସ୍ଥି କଙ୍କାଳକୁ ମାଟି ତଳୁ ବାହାର କରାଯିବା ପରେ ଏହାକୁ ୱାଇଫ ଲାଇଫ ରେଞ୍ଜ ଅଫିସରେ ରଖା ଯାଇଛି । ଆସନ୍ତା ଦୁଇ ଦିନ ଭିତରେ କେ
ଫେବୃଆରୀ ଶେଷ ସୁଦ୍ଧା ସରିବ     ରାମୁ ଅସ୍ଥି କଙ୍କାଳର ସଂରକ୍ଷଣ ପ୍ରକ୍ରିୟା


ଭୁବନେଶ୍ୱର, 14 ଡିସେମ୍ବର (ହି.ସ.)- ଫେବୃଆରୀ ଶେଷ

ସୁଦ୍ଧା ସରିବ ରାମୁ ଅସ୍ଥି କଙ୍କାଳର ସଂରକ୍ଷଣ ପ୍ରକ୍ରିୟା । ଗତ କାଲି ରାମୁର ସମସ୍ତ ଅସ୍ଥି

କଙ୍କାଳକୁ ମାଟି ତଳୁ ବାହାର କରାଯିବା ପରେ ଏହାକୁ ୱାଇଫ ଲାଇଫ ରେଞ୍ଜ ଅଫିସରେ ରଖା ଯାଇଛି । ଆସନ୍ତା

ଦୁଇ ଦିନ ଭିତରେ କେମିକାଲ ଦ୍ୱାରା ଏହାକୁ କ୍ଲିନିଂ କରିବା ପ୍ରକ୍ରିୟା ଆରମ୍ଭ କରାଯିବ । ଏହା

ପରେ ହାଡ଼ ଗୁଡିକର ସଂଯୋଗୀକରଣ ପ୍ରକ୍ରିୟା ଆରମ୍ଭ ହେବ । ପ୍ରାଣୀ ବିଜ୍ଞାନୀ ଶିବ ପ୍ରସାଦ

ପରିଡାଙ୍କ ନେତୃତ୍ୱରେ ଗଠିତ ଏକ ଟିମ ଏହି କାର୍ଯ୍ୟ କରିବେ ବୋଲି ବନ ବିଭାଗ ପକ୍ଷରୁ ସୂଚନା

ମିଳିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande