ବର୍ଦ୍ଧିତ ଦରମା ନନେବା କେବଳ ରାଜନୀତି- କନକବର୍ଦ୍ଧନ ସିଂଦେଓ
ଭୁବନେଶ୍ୱର, 14 ଡିସେମ୍ବର (ହି.ସ.)- ନବୀନ ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ କେଭି ସିଂହଦେଓ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିଧାନସଭାରେ ନବୀନ ବାବୁଙ୍କୁ କହିବାର ସୁଯୋଗ ଥିଲା ।ସେ କାହିଁକି ଆସିଲେ ନାହିଁ, କାହିଁକି ତାଙ୍କ ମତ ରଖିଲେ ନାହିଁ । ଏ
କେଭି ସିଂହଦେଓ


ଭୁବନେଶ୍ୱର, 14 ଡିସେମ୍ବର (ହି.ସ.)- ନବୀନ ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ

କେଭି ସିଂହଦେଓ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିଧାନସଭାରେ ନବୀନ ବାବୁଙ୍କୁ

କହିବାର ସୁଯୋଗ ଥିଲା ।ସେ କାହିଁକି ଆସିଲେ ନାହିଁ, କାହିଁକି ତାଙ୍କ ମତ ରଖିଲେ ନାହିଁ । ଏହା ଆଉ କିଛି ନୁହେଁ, କେବଳ ରାଜନୀତି ବୋଲି

କନକବର୍ଦ୍ଧନ ସିଂଦେଓ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande