ରାଜକୁମାର ଗୋଏଲଙ୍କୁ ମୁଖ୍ୟ ସୂଚନା କମିଶନର ଭାବେ ଶପଥ ପାଠ କରାଇଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ, 15 ଡିସେମ୍ବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ରାଜ କୁମାର ଗୋୟଲଙ୍କୁ କେନ୍ଦ୍ରୀୟ ସୂଚନା ଆୟୋଗର ମୁଖ୍ୟ ସୂଚନା ଆୟୁକ୍ତ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ସି. ପ
ରାଜକୁମାର


ନୂଆଦିଲ୍ଲୀ, 15 ଡିସେମ୍ବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ରାଷ୍ଟ୍ରପତି

ଭବନରେ ଆୟୋଜିତ ଏକ ସମାରୋହରେ ରାଜ କୁମାର ଗୋୟଲଙ୍କୁ କେନ୍ଦ୍ରୀୟ ସୂଚନା ଆୟୋଗର ମୁଖ୍ୟ ସୂଚନା

ଆୟୁକ୍ତ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଏହି ଅବସରରେ ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ, ବରିଷ୍ଠ

ଅଧିକାରୀମାନେ ଓ ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande