ଭଜନଲାଲ ଶର୍ମାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
, 15 ଡିସେମ୍ବର (ହି.ସ.) ଭୁବନେଶ୍ୱର - ଭଜନଲାଲ ଶର୍ମାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ଜନ୍ମଦିନର ହାର୍ଦ୍ଦିକ
ଭଜନଲାଲ ଶର୍ମାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର     ପ୍ରଧାନ


, 15 ଡିସେମ୍ବର (ହି.ସ.)

ଭୁବନେଶ୍ୱର - ଭଜନଲାଲ ଶର୍ମାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ

କହିଛନ୍ତି ଯେ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ଜନ୍ମଦିନର ହାର୍ଦ୍ଦିକ

ଶୁଭକାମନା । ଆପଣଙ୍କ ନେତୃତ୍ୱରେ ରାଜ୍ୟରେ ସୁଶାସନ, ପାରଦର୍ଶିତା ଓ ବିକାଶକୁ ନୂଆ ଦିଗ ମିଳିଛି

। ଲୋକକଲ୍ୟାଣ ପ୍ରତି ଆପଣଙ୍କ ସମ୍ବେଦନଶୀଳତା ଓ କର୍ତ୍ତବ୍ୟନିଷ୍ଠ କାର୍ଯ୍ୟଶୈଳୀ ରାଜସ୍ଥାନର

ଉଜ୍ଜ୍ୱଳ ଭବିଷ୍ୟତର ଆଧାର ହୋଇଛି । ଈଶ୍ୱରଙ୍କ ନିକଟରେ ଆପଣଙ୍କ ଉତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ

କାମନା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande