କଂଗ୍ରେସର ବିଜୟ ଦିବସ ପାଳନ
କେନ୍ଦ୍ରାପଡ଼ା, ୧୮ ଡିସେମ୍ବର(ହି.ସ.) – ସୋନିଆ ଗାନ୍ଧୀ ଓ ରାହୁଲ୍ ଗାନ୍ଧୀଙ୍କ ବିରୁଦ୍ଧରେ ବିଜେପି ତତଫରୁ ଆଗତ ନେସନାଲ ହେରାଲ୍ଡରେ ଆର୍ôଥକ ଅନିୟମିତତା ସମ୍ପର୍କିତ ମୋକଦ୍ଦମାକୁ ଅଦାଲତ ଖାରଜ କରି ରାହୁଲ ଓ ସୋନିଆଙ୍କୁ ଦୋଷମୁକ୍ତ କରିଥିବାରୁ ବିଜେପି ଓ ମୋଦିଙ୍କୁ ଶକ୍ତ ଧକା ଲାଗିଥିବାରୁ ଜିଲ୍ଲା କଂଗ
କଂଗ୍ରେସର ବିଜାୟ ଦିବସ ପାଳନ


କେନ୍ଦ୍ରାପଡ଼ା, ୧୮ ଡିସେମ୍ବର(ହି.ସ.) – ସୋନିଆ ଗାନ୍ଧୀ ଓ ରାହୁଲ୍ ଗାନ୍ଧୀଙ୍କ ବିରୁଦ୍ଧରେ ବିଜେପି ତତଫରୁ ଆଗତ ନେସନାଲ ହେରାଲ୍ଡରେ ଆର୍ôଥକ ଅନିୟମିତତା ସମ୍ପର୍କିତ ମୋକଦ୍ଦମାକୁ ଅଦାଲତ ଖାରଜ କରି ରାହୁଲ ଓ ସୋନିଆଙ୍କୁ ଦୋଷମୁକ୍ତ କରିଥିବାରୁ ବିଜେପି ଓ ମୋଦିଙ୍କୁ ଶକ୍ତ ଧକା ଲାଗିଥିବାରୁ ଜିଲ୍ଲା କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ବିଜୟ ଦିବସ ପାଳିତ ହୋଇଯାଇଛି। ଏଥିରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ବରିଷ୍ଠ ନେତା ଫକିର ଚରଣ ଖଟୁଆ, ଅଶୋକ କୁମାର ପ୍ରତିହାରୀ, ରତୀକାନ୍ତ କାନୁନଗୋ, ଆକବର ଅଲ୍ଲୀ, ବିଭ୍ରାଶଂ ଲେଙ୍କା, ବିଧୂଭୂଷଣ ମହାପାତ୍ର, ବାବୁରାମ ଜେନା, ଭାଗିରଥୀ ଜେନା, ମହେନ୍ଦ୍ର ପରିଡା, ଉମେଶ ପାଢୀ, ବସନ୍ତ କୁମାର ସେଠୀ ପ୍ରମୁଖ ନେତୃ ସ୍ଥାନୀୟ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande