
Bhubaneswar, 18 ଡିସେମ୍ବର (ହି.ସ.)
ଜୟପୁରଜୟପୁର ସଦରଥାନା ଅନ୍ତର୍ଗତ ସୌରାଗୁଡାଅଞ୍ଚଳରେ ଜୀବନରେ ମାରିଦେବାକୁ ଧମକ ଦେଇ ଥିବା ନେଇ ସଦର ପୋଲିସ ନିକଟରେ ଅଭିଯୋଗ ହୋଇଛି। ପୋଲିସ ସୂଚନା ଅନୁଯୟୀ ଗତକାଲି ରାତି ସୌରାଗୁଡା ଅଞ୍ଚଳର ୩ଜଣ ବିଶ୍ବଜିତ ବେହେରାଙ୍କୁ ମାଡ ମାରିବା ସହ ଜୀବନରେ ମାରିଦେବା ଧମକ ଦେଇଥିବା ନେଇ ବିଶ୍ବଜିତଙ୍କ ସ୍ତ୍ରୀ ମାନି ସାହୁ ସଦରଥାନାରେ ଲିଖିତ ଅଭିଯୋଗ ଦେବା ପରେ ସଦର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି