ଢେଂକିକୋଟରୁ କାଠ ବୋଝେଇ ଟ୍ରକ ଜବତ
କେନ୍ଦୁଝର, ୧୮ ଡିସେମ୍ବର (ହି.ସ.) - ଘଟଗାଁ ରେଞ୍ଜ ଢେଂକିକୋଟ ଜଙ୍ଗଲ ସେକ୍ସନ ନିକଟ ବିଜାନାଳୀରୁ କାଠ ବୋଝେଇ ଟ୍ରକ ଓ ଡି ୦୯ ଏ ବି ୨୨୩୫ କୁ ବନ ବିଭାଗ ଜବତ କରିଛି । କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜ ନିର୍ଦେଶରେ ଘଟଗାଁ ରେଞ୍ଜର ସରୋଜ କୁମାର ମିଶ୍ର, ବନପାଳ ବିଶ୍ୱ ମୋହନ ମିଶ୍ର, ଢେଂକିକୋଟ
Wood vehicle seized at dhenkikote


କେନ୍ଦୁଝର, ୧୮ ଡିସେମ୍ବର (ହି.ସ.) - ଘଟଗାଁ ରେଞ୍ଜ ଢେଂକିକୋଟ ଜଙ୍ଗଲ ସେକ୍ସନ ନିକଟ ବିଜାନାଳୀରୁ କାଠ ବୋଝେଇ ଟ୍ରକ ଓ ଡି ୦୯ ଏ ବି ୨୨୩୫ କୁ ବନ ବିଭାଗ ଜବତ କରିଛି । କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜ ନିର୍ଦେଶରେ ଘଟଗାଁ ରେଞ୍ଜର ସରୋଜ କୁମାର ମିଶ୍ର, ବନପାଳ ବିଶ୍ୱ ମୋହନ ମିଶ୍ର, ଢେଂକିକୋଟ ବନପାଳ ଅକ୍ଷୟ କୁମାର ମହାନ୍ତି, ପିପିଳିଆ ବନରଖି ଶିବ ହାଁସଦା, ପାରା ଷ୍ଟାଫ ଚଢ଼ାଉ କରି ଟ୍ରକ କୁ ଜବତ କରିଛନ୍ତି। ଟ୍ରକ ରେ ୩୩ ଟନ ଉଇକାଲି ପଟାସ କାଠ ଭର୍ତି ଥିଲା, ଚାଲାଣ କାଠର କାଗଜ ଠିକ ଅଛିକି ନାହିଁ ତଦନ୍ତ ପରେ ଜଣା ପଡିବ ବଲି ବନ ବିଭାଗ କହିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande