
ଭୁବନେଶ୍ୱର, 18 ଡିସେମ୍ବର (ହି.ସ)- ଭୁବନେଶ୍ବର ଟିପିସିଓଡିଏଲକାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବଡ ବିକ୍ଷୋଭ।
ଟାଟା ପାୱାର ର ଅତିରିକ୍ତ ସୁରକ୍ଷା ଜମା ନୋଟିସ୍ ପ୍ରତ୍ୟାହାର ଏବଂ ସ୍ମାର୍ଟ ମିଟର ପ୍ରତ୍ୟାହାର
ଦାବିରେ ବିକ୍ଷୋଭ କରିଛନ୍ତି। ବିକ୍ଷୋଭ ସମାବେଶ ରେ ଯୁବ ବିଜେଡ଼ି ସଭାପତି ଚିନ୍ମୟ ସାହୁ ଓ
ଛାତ୍ର ବିଜେଡ଼ି ସଭାନେତ୍ରୀ ଇପସିତା ସାହୁଙ୍କ ନେତୃତ୍ଵରେ ଶତାଧିକ କର୍ମୀ ଟିପିସିଓଡିଏଲକାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା