ବରଗଡ଼ ଧନୁଯାତ୍ରା ପାଇଁ ଦଳର ରାଜ୍ୟ ସଭାପତି, ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ନିମନ୍ତ୍ରଣ
ଭୁବନେଶ୍ୱର, 18 ଡିସେମ୍ବର (ହି.ସ)- ବରଗଡ଼ ଧନୁଯାତ୍ରା ପାଇଁ ଦଳର ରାଜ୍ୟ ସଭାପତି, ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ନିମନ୍ତ୍ରଣ ଦେଲେ ଧନୁଯାତ୍ରା କମିଟି । ରାଜ୍ୟ କାର୍ଯ୍ୟାଳୟର ପହଞ୍ଚି ନିମନ୍ତ୍ରଣ କରିଛନ୍ତି । ଧନୁଯାତ୍ରା ମହୋତ୍ସବରେ ଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦ
ଧନୁଯାତ୍ରା


ଭୁବନେଶ୍ୱର, 18 ଡିସେମ୍ବର (ହି.ସ)- ବରଗଡ଼ ଧନୁଯାତ୍ରା ପାଇଁ ଦଳର

ରାଜ୍ୟ ସଭାପତି, ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ନିମନ୍ତ୍ରଣ ଦେଲେ

ଧନୁଯାତ୍ରା କମିଟି । ରାଜ୍ୟ କାର୍ଯ୍ୟାଳୟର ପହଞ୍ଚି ନିମନ୍ତ୍ରଣ କରିଛନ୍ତି । ଧନୁଯାତ୍ରା

ମହୋତ୍ସବରେ ଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସଭାପତି, ମନ୍ତ୍ରୀ ଓ ବିଧାୟକ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande