ସ୍ୱାଧୀନତା ସଂଗ୍ରାମୀ ଉଦ୍ଧମ ସିଂଙ୍କୁ ପ୍ରଣାମ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 26 ଡିସେମ୍ବର (ହି.ସ.)- ସ୍ୱାଧୀନତା ସଂଗ୍ରାମୀ ଉଦ୍ଧମ ସିଂଙ୍କୁ ପ୍ରଣାମ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତ ମାତାର ଅମର ସପୁତ୍ର, ଅଦମ୍ୟ ସାହସ ଓ ଅତୁଟ ସଙ୍କଳ୍ପର ପ୍ରତୀକ ମହା
ଉଦ୍ଧମ ସିଂଙ୍କୁ ଶ୍ରଦ୍ଧାଂଜଳି


ଭୁବନେଶ୍ୱର, 26 ଡିସେମ୍ବର (ହି.ସ.)- ସ୍ୱାଧୀନତା ସଂଗ୍ରାମୀ

ଉଦ୍ଧମ ସିଂଙ୍କୁ ପ୍ରଣାମ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ

ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତ ମାତାର ଅମର ସପୁତ୍ର, ଅଦମ୍ୟ ସାହସ ଓ ଅତୁଟ ସଙ୍କଳ୍ପର ପ୍ରତୀକ ମହାନ କ୍ରାନ୍ତିକାରୀ ସରଦାର

ଉଧମ ସିଂହ ଜୀଙ୍କ ଜନ୍ମଜୟନ୍ତୀ ଅବସରରେ ତାଙ୍କୁ ଶତ-ଶତ ପ୍ରଣାମ।

ଜଲିଆନୱାଲା ବାଗର ନିର୍ଦୋଷ

ଶହୀଦମାନଙ୍କ ଯନ୍ତ୍ରଣାକୁ ସେ ନିଜ ଜୀବନର ସଙ୍କଳ୍ପ କରିନେଇଥିଲେ। ବର୍ଷ ବର୍ଷ ପ୍ରତୀକ୍ଷା, ଧୈର୍ଯ୍ୟ ଓ ଦୃଢ଼ ନିଶ୍ଚୟ ସହିତ ସେ ଅନ୍ୟାୟର ବିରୋଧରେ ସ୍ୱର ଉଠାଇ

ଭାରତର ଆତ୍ମସମ୍ମାନକୁ ବିଶ୍ୱମଞ୍ଚରେ ପ୍ରତିଷ୍ଠିତ କରିଥିଲେ। ତାଙ୍କର ସାହସ ଗୁଲାମିର ବିରୋଧରେ

ଜାଗୃତ ଜାତୀୟ ଚେତନାର ଉଦଘୋଷ ଥିଲା। ତାଙ୍କର ଜୀବନ ଆଗାମୀ ପିଢ଼ିମାନଙ୍କ ପାଇଁ ଦେଶଭକ୍ତି, ଧୈର୍ଯ୍ୟ ଓ ସାହସର ଅମର ଉଦାହରଣ ଅଟେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande