
ଭୁବନେଶ୍ୱର , ୨୭ ଡିସେମ୍ବର (ହି.ସ.)- ଆସନ୍ତାକାଲି (ରବିବାର) ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ “କଂଗ୍ରେସ ପ୍ରତିଷ୍ଠା ଦିବସ” ପାଳନ କରାଯିବ। ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ଦଳିୟ ପତାକା ଉତୋଳନ କରିବେ ଓ ଉପସ୍ଥିତ ନେତୃବନ୍ଦଙ୍କୁ ଉଦ୍ ବୋଧନ ଦେବେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା