ହାତୀ ପାଇଁ ଶିଖରଚଣ୍ଡି ସର୍ବସାଧାରଣଙ୍କ ପାଇଁ ବନ୍ଦ
ଭୁବନେଶ୍ୱର, 27 ଡିସେମ୍ବର (ହି.ସ.)- ଶିଖରଚ଼ଣ୍ଡି ପାହାଡରେ ବୁଲୁଛନ୍ତି ଦୁଇ ଦନ୍ତା ହାତୀ I ଏହାକୁ ଦୃଷ୍ଟିରେ ରଖି ଅନିର୍ଦ୍ଧିଷ୍ଟ ସମୟ ପାଇଁ ପାହାଡ଼ ଉପର ସର୍ବସାଧାରଣ ମାନଙ୍କ ଗମନାଗମନକୁ ବନ୍ଦ କଲା ବନ ବିଭାଗ I ଦୁଇ ଦନ୍ତା ହାତୀ ଙ୍କ ଘଉଡାଇବା ପାଇଁ ବନ ବିଭାଗ ଆରମ୍ଭ କଲା ପ
ହାତୀ ପାଇଁ ଶିଖରଚଣ୍ଡି ସର୍ବସାଧାରଣଙ୍କ ପାଇଁ ବନ୍ଦ


ଭୁବନେଶ୍ୱର, 27 ଡିସେମ୍ବର (ହି.ସ.)- ଶିଖରଚ଼ଣ୍ଡି ପାହାଡରେ ବୁଲୁଛନ୍ତି ଦୁଇ ଦନ୍ତା ହାତୀ I ଏହାକୁ ଦୃଷ୍ଟିରେ ରଖି ଅନିର୍ଦ୍ଧିଷ୍ଟ ସମୟ ପାଇଁ

ପାହାଡ଼ ଉପର ସର୍ବସାଧାରଣ ମାନଙ୍କ ଗମନାଗମନକୁ ବନ୍ଦ କଲା ବନ ବିଭାଗ I ଦୁଇ ଦନ୍ତା ହାତୀ ଙ୍କ ଘଉଡାଇବା ପାଇଁ ବନ ବିଭାଗ

ଆରମ୍ଭ କଲା ପ୍ରୟାସ I ଚନ୍ଦକା ଅଭାୟରଣ୍ୟ

ଭିତରୁ ଦୁଇ ଦନ୍ତା ହାତୀ ଆସିଥିବା ବେଳେ କୌଣସି ଅଘଟଣ ନ ଘଟୁ ସେଥିପାଇଁ ମୁଖ ଗେଟ୍

ଅନିର୍ଦ୍ଧିଷ୍ଟ ସମୟ ପାଇଁ ବନ୍ଦ କଲା ବିଭଗ I

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande