ଦିଲ୍ଲୀ ଓ ଜମ୍ମୁରେ ଘନ କୁହୁଡି, ଉଡାଣ ସମୟ ପରିବର୍ତ୍ତନ କଲା ଇଣ୍ଡିଗୋ
ନୂଆଦିଲ୍ଲୀ, 29 ଡିସେମ୍ବର (ହି.ସ.)- ଦେଶର ବିମାନ ସେବା କମ୍ପାନୀ ଇଣ୍ଟର ଗ୍ଲୋବ ଏଭିଏସନ୍ ଲିମିଟେଡ୍‌ (ଇଣ୍ଡିଗୋ) କହିଛି ଯେ ଆଜି ସକାଳେ ଦିଲ୍ଲୀ ଏବଂ ହିଣ୍ଡନ ସହିତ ଜମ୍ମୁ ବିମାନବନ୍ଦରରେ ଘନ କୁହୁଡ଼ି ଛାଇ ରହିଛି। ଦୃଶ୍ୟମାନତାରେ ଉତ୍ତାର-ଚଢ଼ାଉ ଥିବାକାରଣରୁ ବିମାନ
ଦିଲ୍ଲୀ ଓ ଜମ୍ମୁରେ ଘନ କୁହୁଡି, ଉଡାଣ ସମୟ ପରିବର୍ତ୍ତନ କଲା     ଇଣ୍ଡିଗୋ


ନୂଆଦିଲ୍ଲୀ, 29 ଡିସେମ୍ବର (ହି.ସ.)- ଦେଶର ବିମାନ ସେବା କମ୍ପାନୀ ଇଣ୍ଟର ଗ୍ଲୋବ ଏଭିଏସନ୍

ଲିମିଟେଡ୍‌ (ଇଣ୍ଡିଗୋ) କହିଛି ଯେ ଆଜି ସକାଳେ ଦିଲ୍ଲୀ ଏବଂ ହିଣ୍ଡନ ସହିତ ଜମ୍ମୁ

ବିମାନବନ୍ଦରରେ ଘନ କୁହୁଡ଼ି ଛାଇ ରହିଛି। ଦୃଶ୍ୟମାନତାରେ ଉତ୍ତାର-ଚଢ଼ାଉ ଥିବାକାରଣରୁ

ବିମାନଗୁଡ଼ିକର ନିର୍ଦ୍ଧାରିତ ସମୟ (ଫ୍ଲାଇଟ୍‌ ସ୍କେଡ୍ୟୁଲ୍‌)ରେ ପରିବର୍ତ୍ତନ କରାଯାଇଛି। ପାଗ

ସ୍ପଷ୍ଟ ହେଲେ ପରିସ୍ଥିତିରେ ସୁଧାର ଆସିବ।

ଇଣ୍ଡିଗୋ ‘ଏକ୍ସ’ରେ ଜାରି କରାଯାଇଥିବା ଯାତ୍ରା ପରାମର୍ଶରେ ଏହି

ସୂଚନା ଦେଇଛି। ଏଥିରେ କୁହାଯାଇଛି ଯେ ଜମ୍ମୁରେ କିଛି ଉଡାଣ ବାତିଲ୍‌ କରିବାକୁ ମଧ୍ୟ

ପଡ଼ିପାରେ। ମାଧ୍ୟମରେ ଟିକେଟ୍‌ ଟଙ୍କା ଫେରସ୍ତ

ପାଇଁ ଆବେଦନ କରିପାରିବେ। ଟର୍ମିନାଲରେ ଯେକୌଣସି ପ୍ରକାର ସହାୟତା ପାଇଁ ଟିମ୍‌ଗୁଡ଼ିକ ରହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande