
ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)- ଧଉଳି ମଦ କାଉଣ୍ଟରରେ ନିଶାସକ୍ତ ଯୁବକଙ୍କ
ଦୌରାତ୍ମ୍ୟ। ଯାହାକୁ ପାରିଲେ ଆକ୍ରମଣ କଲେ, ଗାଡି ମଟର
ଭାଙ୍ଗିଲେ। ଏନେଇ ଧଉଳି ଫାଣ୍ଡିରେ ଅଭିଯୋଗ ସହିତ ପିପିଲି ଥାନାରେ ମାମଲା ରୁଜୁ ହୋଇଛି। ଘଟଣାରେ
ଦୁଇଜଣଙ୍କୁ ଅଟକ ରଖିଛି ପୋଲିସ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା