ବଲିଉଡ ସୁପର ଷ୍ଟାର ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡା, ୮ ଡିସେମ୍ବର (ହି.ସ.)- ବଲିଉଡ ସୁପର ଷ୍ଟାର ସ୍ୱର୍ଗତଃ ଧର୍ମେନ୍ଦ୍ର ଦେଓଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ କଜଳା ଠାରେ କଳାକାର ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏକ ସଭାରେ ଦୀର୍ଘ ୬୦ ବର୍ଷରୁ ଉର୍ଦ୍ଧ୍ୱ ଧରି ବଲିଉଡରେ ବ
ବଲିଓଡ ସୁପର ଷ୍ଟାର ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ


କେନ୍ଦ୍ରାପଡା, ୮ ଡିସେମ୍ବର (ହି.ସ.)- ବଲିଉଡ ସୁପର ଷ୍ଟାର ସ୍ୱର୍ଗତଃ ଧର୍ମେନ୍ଦ୍ର ଦେଓଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ କଜଳା ଠାରେ କଳାକାର ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏକ ସଭାରେ ଦୀର୍ଘ ୬୦ ବର୍ଷରୁ ଉର୍ଦ୍ଧ୍ୱ ଧରି ବଲିଉଡରେ ବିଭିନ୍ନ ସିନେମାରେ ନିଜର ଅଭିନୟ କରି କୋଟି କୋଟି ଜନତାଙ୍କର ହୃଦୟ ଜିତିଥିବା ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି ।

ସଭା ପ୍ରାରମ୍ଭରେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ତାଙ୍କର ବିଭିନ୍ନ ସିନେମାରେ ଅଭିନୟକୁ ପ୍ରଶଂସା କରାଯାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଧର୍ମେନ୍ଦ୍ର ପ୍ରେମୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande