୧୦ ବର୍ଷରେ ତିନି ଗୁଣା ବଢ଼ିଲାଣି ରାଜ୍ୟର ଋଣ ଭାର
ଭୁବନେଶ୍ୱର, ୦୮ ଡିସେମ୍ବର (ହି.ସ)- ଗତ ୧୦ ବର୍ଷ ରେ ରାଜ୍ୟ ଉପରେ ଋଣ ଭାର ତିନି ଗୁଣା ବଢ଼ିଛି। ବିଧାନସଭାରେ ଏକ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତରରୁ ଏହା ଜଣାପଡିଛି। ୨୦୧୩-୧୪ ବର୍ଷ ରେ ଓଡ଼ିଶାର ମୋଟ ଋଣ ଭାର ୩୮ ହଜାର ୬୬୬ କୋଟି ଟଙ୍କା ଥିଲା ବେଳେ ୨୦୨୪-୨୫ ରେ ରାଜ୍ୟର ଋଣ ଭାର ୧ ଲକ୍ଷ ୨୦ ହ
୧୦ ବର୍ଷରେ ତିନି ଗୁଣା ବଢ଼ିଲାଣି ରାଜ୍ୟର ଋଣ ଭାର


ଭୁବନେଶ୍ୱର, ୦୮ ଡିସେମ୍ବର (ହି.ସ)- ଗତ ୧୦ ବର୍ଷ ରେ ରାଜ୍ୟ ଉପରେ ଋଣ ଭାର ତିନି ଗୁଣା ବଢ଼ିଛି। ବିଧାନସଭାରେ ଏକ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତରରୁ ଏହା ଜଣାପଡିଛି। ୨୦୧୩-୧୪ ବର୍ଷ ରେ ଓଡ଼ିଶାର ମୋଟ ଋଣ ଭାର ୩୮ ହଜାର ୬୬୬ କୋଟି ଟଙ୍କା ଥିଲା ବେଳେ ୨୦୨୪-୨୫ ରେ ରାଜ୍ୟର ଋଣ ଭାର ୧ ଲକ୍ଷ ୨୦ ହଜାର ୭୧୦ କୋଟିରେ ପହଂଚିଛି। ୨୦୨୫-୨୬ ଅକ୍ଟୋବର ମାସ ଶେଷ ସୁଦ୍ଧା ଋଣ ଭାର ୧ ଲକ୍ଷ ୨୬ ହଜାର ୭୯୯ କୋଟିରେ ପହଂଚିଛି। ଋଣ ହ୍ରାସ ପାଇଁ ଅନେକ ପଦକ୍ଷେପ ନିଆ ଯାଇଥିବା ମୁଖ୍ୟମନ୍ତ୍ରୀ ଗୃହକୁ ଜଣାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande