ଶୂନ୍ୟକାଳରେ ଶିକ୍ଷକଙ୍କ ପାଇଁ ଦାବି କଲା କଂଗ୍ରେସ
ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)- ବିଧାନସଭା ଶୂନ୍ୟକାଳରେ କଂଗ୍ରେସ ବିଧାୟକ ପବିତ୍ର ସାଉନ୍ତା ଉଠାଇଲେ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ । ବିରୋଧୀ ଦଳରେ ଥିବା ବେଳେ ବିଜେପି କହିଥିଲା ଆମେ ସରକାରକୁ ଆସିଲେ ଶିକ୍ଷକଙ୍କ ଦାବି ପୂରଣ କରିବେ । ସରକାରକୁ 18 ମାସ ବିତିଲା ।
ଶୂନ୍ୟକାଳରେ ଶିକ୍ଷକଙ୍କ ପାଇଁ ଦାବି କଲା କଂଗ୍ରେସ


ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)- ବିଧାନସଭା ଶୂନ୍ୟକାଳରେ କଂଗ୍ରେସ ବିଧାୟକ ପବିତ୍ର

ସାଉନ୍ତା ଉଠାଇଲେ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ । ବିରୋଧୀ ଦଳରେ ଥିବା ବେଳେ ବିଜେପି କହିଥିଲା

ଆମେ ସରକାରକୁ ଆସିଲେ ଶିକ୍ଷକଙ୍କ ଦାବି ପୂରଣ କରିବେ ।

ସରକାରକୁ 18 ମାସ ବିତିଲା ।

କିନ୍ତୁ 8 ଟି ବର୍ଗର ଶିକ୍ଷକ ବର୍ତ୍ତମାନ ରାଜରାସ୍ତାରେ

ଆନ୍ଦୋଳନରେ ବସିଛନ୍ତି । ସ୍କୁଲରେ ତାଲା ପଡିଛି । ସରକାର ଶିକ୍ଷକଙ୍କ ଦାବି ପୂରଣ କରନ୍ତୁ କାରଣ

ଆଗକୁ ପରୀକ୍ଷା ଅଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande