
ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)- ଦେଢ଼ ବର୍ଷରେ ମାଓ ଦମନରେ ଓଡ଼ିଶା ସରକାରଙ୍କୁ ବଡ଼
ସଫଳତା । ଦେଢ ବର୍ଷରେ ଆତ୍ମସମର୍ପଣ କଲେଣି 12 ମାଓବାଦୀ । ଆଉ 21 ମାଓବାଦୀଙ୍କୁ କରାଯାଇଛି ଏନକାଉଣ୍ଟର । 21 ଜଣଙ୍କ ମଧ୍ୟରୁ 17 ଜଣ
ଓଡିଶା-ଛତିଶଗଡ଼ ସୀମାରେ ଉଭୟ ରାଜ୍ୟର ମିଳିତ ଅଭିଯାନରେ ଛତିଶଗଡ଼ ସିମବର୍ତ୍ତୀ ଅଂଚଳରେ ମୃତ୍ୟୁବରଣ
କରିଛନ୍ତି । ଏନେଇ ଗୃହରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା