ଚଳିତ ବର୍ଷ ଉଦ୍ଧାର ହେଲେଣି ୧୨୦୯ ନିଖୋଜ ଶିଶୁ
ଭୁବନେଶ୍ୱର, ୦୮ ଡିସେମ୍ବର (ହି.ସ)- ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଅଭିଯାନ ଅପରେସନ ଅନ୍ୱେଷଣରେ ୧୨୦୯ ଶିଶୁ ଉଦ୍ଧାର ହୋଇଛି। ଏହା ସହ ୬୬୬୭ ନିଖୋଜ ମହିଳା ମଧ୍ୟ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ହୋଇଥିବା ୧୨୦୯ ନିଖୋଜ ଶିଶୁ ମଧ୍ୟରେ ୧୦୭୮ ଝିଅ ଓ ୧୩୧ ପୁଅ ରହିଛନ୍ତି। ବିଧାନସଭାରେ ଲିଖିତ ଉତର ରଖି ମୁଖ୍ୟମ
ଚଳିତ ବର୍ଷ ଉଦ୍ଧାର ହେଲେଣି ୧୨୦୯ ନିଖୋଜ ଶିଶୁ


ଭୁବନେଶ୍ୱର, ୦୮ ଡିସେମ୍ବର (ହି.ସ)- ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଅଭିଯାନ ଅପରେସନ ଅନ୍ୱେଷଣରେ ୧୨୦୯ ଶିଶୁ ଉଦ୍ଧାର ହୋଇଛି। ଏହା ସହ ୬୬୬୭ ନିଖୋଜ ମହିଳା ମଧ୍ୟ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ହୋଇଥିବା ୧୨୦୯ ନିଖୋଜ ଶିଶୁ ମଧ୍ୟରେ ୧୦୭୮ ଝିଅ ଓ ୧୩୧ ପୁଅ ରହିଛନ୍ତି। ବିଧାନସଭାରେ ଲିଖିତ ଉତର ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହା ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande