ଆର୍‌ଟିଓ ପକ୍ଷରୁ ୩ଟି ବାଇକ୍‌ରେ ଟ୍ରଲି ସପ୍ସଯୋଗ ଗାଡ଼ି ଜବତ
ଜୟପୁର, ୦୯ ଡିସେମ୍ବର(ହି.ସ.) – ରାଜ୍ୟ ବାହାରୁ ଆସି ଜୟପୁର ସହର ତଥା ଆଖ ପାଖ ଅଂଚଳରେ ବାଇକରେ ଟ୍ରଲି ସପ୍ସଯୋଗ କରି ବ୍ୟବସାୟ କରୁଥିବା ୩ ବ୍ୟବସାୟୀଙ୍କ ଗାଡିକୁ ଅଟକ ରଖି ସେମାନଙ୍କ ଠାରୁ ଜୋରିମାନା ଅଦାୟ କରାଯାଇଛି। ଆଜି ଅପରାହ୍ନରେ ଆରଟିଓ ରାଜେଶ କୁମାର ମାରାଣ୍ଡିଙ୍କ ନିର୍ଦ୍ଦେଶ କ୍ରମେ ଇନ୍ସପେକ
ଆରଟିଓ ପକ୍ଷରୁ ୩ଟି ବାଇକରେ ଟ୍ରଲି ସ˚ଯୋଗ ଗାଡି ଜବତ


ଜୟପୁର, ୦୯ ଡିସେମ୍ବର(ହି.ସ.) – ରାଜ୍ୟ ବାହାରୁ ଆସି ଜୟପୁର ସହର ତଥା ଆଖ ପାଖ ଅଂଚଳରେ ବାଇକରେ ଟ୍ରଲି ସପ୍ସଯୋଗ କରି ବ୍ୟବସାୟ କରୁଥିବା ୩ ବ୍ୟବସାୟୀଙ୍କ ଗାଡିକୁ ଅଟକ ରଖି ସେମାନଙ୍କ ଠାରୁ ଜୋରିମାନା ଅଦାୟ କରାଯାଇଛି। ଆଜି ଅପରାହ୍ନରେ ଆରଟିଓ ରାଜେଶ କୁମାର ମାରାଣ୍ଡିଙ୍କ ନିର୍ଦ୍ଦେଶ କ୍ରମେ ଇନ୍ସପେକ୍ଟର ଜଗନ୍ନାଥ ଦାରୁବ୍ରହ୍ମଙ୍କ ଉପସ୍ଥିତିରେ ଆଜି ଜୟପୁର ଟାଉନଥାନା ଅଂଚଳରେ ଗୋଟିଏ ଟ୍ରଲି ସପ୍ସଯୋଗ ବାଇକକୁ ଅଟକ ରଖି ୧୭ ହଜାରଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ସଦରଥାନା ଅନ୍ତର୍ଗତ ଆମ୍ବାଗୁଡା ନିକଟରେ ୨ଟି ବାଇକକୁ ଅଟକ ରଖି ୩୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଆରଟିଓ ଶ୍ରୀ ମାରାଣ୍‌ତି ସୂଚନା ଦେଇଛନ୍ତି। ଆଗାମୀ ଦିନରେ ମଧ୍ୟ ଏହିପରି ଗାଡି ଗୁଡିକ ଯାଂଚ କରାଯିବ ବୋଲି ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande