
କେନ୍ଦୁଝର, 9 ଡିସେମ୍ବର (ହି.ସ.)ଆଜି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରେ ଅଜଣା ଅଟୋ ଧକ୍କାରେ ବାଇକ୍ ଆରୋହୀ ମୃତ। ଦୁର୍ଘଟଣା ଘଟିଛି ଚମ୍ପୁଆ ଥାନା ଅନ୍ତର୍ଗତ ମଗଂଳପୁର ନିକଟରେ।ଅଜଣା ଅଟେl ଧକ୍କାରେ ବାଇକ ଚାଳକ ମୣତ । ସୂଚନା ଅନୁଯାୟୀ ଚମ୍ପୁଆ ଥାନା ଅନ୍ତର୍ଗତ ମଗଂଳପୁର ଯାମୁଦଲକ ରାସ୍ତା ରେ ଅଟେl ବାଇକ ମୁହାଁ ମୁହିଁ ଧକ୍କା ହେବାରୁ ବାଇକ ଚାଳକ ଘଟଣା ସ୍ଥଳରେ ମୣତ୍ୟୁ ବରଣ କରିଥିବା ନେଇ ସୂଚନା l ଦୁର୍ଘଟଣା ଘଟାଇ ଅଟୋ ଘଟଣାସ୍ଥଳରୁ ଫେରାର ହେଇଯାଇଥିବା ନେଇ ସୂଚନା l ମୣତକ ଜଣକ ଜଗନ୍ନାଥ ପୁର ଗ୍ରାମର ଜଳଧର ନାଏକ ସେ ଵାଇକରେ ଗାଁ ରୁ ଯାମୁଦଲକ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା l ଖବର ପାଇ ଚମ୍ପୁଆ ପୂଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ଓ ଦୁର୍ଘଟଣା ଘଟାଇ ଥିବା ଅଟେl କୁ ଧରିବାକୁ ପୋଲିସ୍ ସନ୍ଧାନ ଚଳାଇଥିବା ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA