ଭୁବନେଶ୍ୱର, ୨୩ ଫେବୃଆରୀ (ହି.ସ.)- ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଜିଲ୍ଲା ଗୁଡିକରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
24 Feb 2025
ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.) - ନେପାଳ ମାନବାଧିକାର କମିଶନ ପକ୍ଷରୁ ଭାରତୀୟ ମାନବାଧିକାର କମିଶନଙ୍କୁ ଚିଠି । କିଟ୍ ଘଟଣାର ସତ୍ୟାସତ୍ୟ ତଦନ୍ତ ଏବଂ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ନେପାଳ ମାନବାଧିକାର କମିଶନ । ଚିଠିରେ ଭାରତୀୟ ଜାତୀୟ ମାନବାଧ..
ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ଆକଳନଠୁ ଅଧିକ ମରାମତି ଆବଶ୍ୟକତା କରୁଛି ରତ୍ନଭଣ୍ଡାର । ଡେଡଲାଇନରୁ ବିଳମ୍ବିତ ହେଉଛି କାରଣ ମରାମତି କାମ ସରିନାହିଁ। ଯେତିକି ଆକଳନ କରାଯାଇଥିଲା ତା ଠୁ ଅଧିକ ମରାମତି କାମର ଆବଶ୍ୟକତା ରହିଛି।ପୁରା ଆକଳନ ଏପର୍ଯ୍ୟନ୍ତ ହୋଇପାରିନି।ଆଉ ମାସେ ..
ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲଲ୍ଲାଙ୍କ ଦର୍ଶନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏକ୍ସ ହ୍ୟାଣ୍ଡେଲରେ ମନ୍ତ୍ରୀ କହିଛନ୍ତି ଯେ, ଶ୍ରୀରାମ ଜନ୍ମଭୂମି ମନ୍ଦିର ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲଲ୍ଲାଙ୍କ ଦର୍ଶନ କରି ଧନ୍ୟ ଅନୁଭବ ..
ମାଲକାନଗିରି,୨୪ଫେବ୍ରୁଆରି (ହି.ସ.) ମାଲକାନଗିରି ସହର ମଧ୍ୟରେ ଭାଲୁ ଦଳ ବୁଲୁଥିବା ଭିଡିଓ ଭାଇରାଲ ପରେ ଭାଲୁ ଦଳ ନେଇ ଭୟ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ ଜିଲ୍ଲା ସହରରେ ଥିବା ତଳ ସାହି ଏବଂ ଆଖପାଖ ଅଞ୍ଚଳରେ ଦୁଇଟି ଭାଲୁ ବୁଲୁଥିବାର ଚିତ୍ର ସିସିଟିଭିରେ କଏଦ ହୋଇଛି। ଦୁଇଟି ଭାଲୁ ଏକ ସାଙ୍ଗରେ ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha