ଅଯୋଧ୍ୟାରେ ରାମଲଲାଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ଅଯୋଧ୍ୟାରେ ରାମଲଲାଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୟୁପି ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ସପତ୍ନୀକ ଆଜି ଶ୍ରୀରାମ ମନ୍ଦିର ଯାଇ ରାମଲଲାଙ୍କ ଦିବ୍ୟ ଦର୍ଶନ କରିଛନ୍ତି । ଏହି ଅବସରରେ ସେ ସମସ୍ତଙ୍କ ସୁଖ ଓ ସ
ଅଯୋଧ୍ୟାରେ ରାମଲଲାଙ୍କ     ଦର୍ଶନ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ଅଯୋଧ୍ୟାରେ

ରାମଲଲାଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୟୁପି ଗସ୍ତରେ ଥିବା

ମୁଖ୍ୟମନ୍ତ୍ରୀ ସପତ୍ନୀକ ଆଜି ଶ୍ରୀରାମ ମନ୍ଦିର ଯାଇ ରାମଲଲାଙ୍କ ଦିବ୍ୟ ଦର୍ଶନ କରିଛନ୍ତି ।

ଏହି ଅବସରରେ ସେ ସମସ୍ତଙ୍କ ସୁଖ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି । ଲୋକଙ୍କ ସେବା ଓ

ନ୍ୟାୟ ପାଇଁ ଭଗବାନ ଶ୍ରୀରାମ ପଥ ଦେଖାନ୍ତୁ ବୋଲି ସେ କାମନା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande