ଭୁବନେଶ୍ୱର, 25 ଫେବ୍ରୁଆରି (ହି.ସ.) – ରଥଯାତ୍ରା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । । ରଥଯାତ୍ରା ପୁର୍ବରୁ ଏହା ପ୍ରଥମ ପ୍ରସ୍ତୁତି ବୈଠକ। ବୈଠକରେ
ବୈଠକରେ ରଥଯାତ୍ରାକୁ ସୁଚାରୁ ରୂପେ କରାଯିବା ଉପରେ ଆଲୋଚନା ହୋଇଥିବା ଜଣା ପଡିଛି । ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ, ଗୃହ ବିଭାଗ ଅତିରିକ୍ତ ମୂଖ୍ୟ ଶାସନ ସଚିବ, ପୋଲିସ ଡିଜି, ପୁରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଅଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ