ସଦର ଥାନା ଅଧିକାରିଙ୍କ ଦାୟିତ୍ୱ ଗ୍ରହଣ
ଜୟପୁର, ୨୫ ଫେବୃଆରୀ (ହି.ସ.)- ଜୟପୁର ସଦର ଥାନା ଅଧିକାରି ଭାବେ ଆଜି ଦାୟିତ୍ୱ ନେଲେ ସଚିନ୍ଦ୍ର ପ୍ରଧାନ । ଏଠାରେ ଥିବା ଥାନା ଅଧିକାରି ଇଶ୍ୱର ତାଣ୍ଡିଙ୍କୁ ଜୟପୁର ଟାଉନ ଥାନା ଅଧିକାରି ଭାବେ ବଦଳି କରାଯାଇଛି । ସଚିନ୍ଦ୍ର ପ୍ରଧାନ ସେମିଳିଗୁଡା ଥାନା ଅଧିକାରି ଥିଲେ । ଏନେଇ କୋରାପୁଟ ଏସପିଙ୍କ ନ
ସଦର ଥାନା ଅଧିକାରିଙ୍କ ଦାୟିତ୍ୱ ଗ୍ରହଣ


ଜୟପୁର, ୨୫ ଫେବୃଆରୀ (ହି.ସ.)- ଜୟପୁର ସଦର ଥାନା ଅଧିକାରି ଭାବେ ଆଜି ଦାୟିତ୍ୱ ନେଲେ ସଚିନ୍ଦ୍ର ପ୍ରଧାନ । ଏଠାରେ ଥିବା ଥାନା ଅଧିକାରି ଇଶ୍ୱର ତାଣ୍ଡିଙ୍କୁ ଜୟପୁର ଟାଉନ ଥାନା ଅଧିକାରି ଭାବେ ବଦଳି କରାଯାଇଛି । ସଚିନ୍ଦ୍ର ପ୍ରଧାନ ସେମିଳିଗୁଡା ଥାନା ଅଧିକାରି ଥିଲେ । ଏନେଇ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ଥାନା ଅଧିକାରି ଭାବେ ସଚିନ୍ଦ୍ର ପ୍ରଧାନ ଦାୟିତ୍ୱ ନେଇଛନ୍ତି । ଦାୟିତ୍ୱ ନେବା ସମୟରେ ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ଫୁଲ ଗୋଛା ଦେଇ ସ୍ୱାଗତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande