ଗଂଜାମ, ୨୫ ଫେବୃଆରୀ (ହି.ସ.)- ଗଂଜାମ ଜିଲା ଗଂଜାମ ବ୍ଲକ ପୋଡମପଟା ବଟେଶ୍ୱର ସମୁଦ୍ର କୂଳରେ ଏକ ଜାହାଜର ଭଗ୍ନାଂଶ ଆଜି ଠାବ ହୋଇଛି । ଏହାର ଓଜନ ୧୦ ଟନ ହୋଇଥିବା ବେଳେ ଏଏମଏସ -୬ ବୋଲି ଜଣାପଡିଛି। ବନ ବିଭାଗ ଠାରୁ ଖବରପାଇ ଇଣ୍ଡିଆକୋଷ୍ଟ ଗାର୍ଡର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ