ଭୁବନେଶ୍ୱର, 25 ଫେବ୍ରୁଆରି (ହି.ସ.)– ରାଜ୍ୟ ସଭାପତି ନିର୍ବାଚନ ନେଇ ଏପର୍ଯ୍ୟନ୍ତ ଦିଲ୍ଲୀରୁ କୌଣସି
ନିର୍ଦେଶ ଆସିନାହିଁ | ବହୁତ ଶୀଘ୍ର ନିର୍ଣ୍ଣୟ
କରିବ କେନ୍ଦ୍ର | 15 ମାର୍ଚ୍ଚ ପୂର୍ବରୁ
ରାଜ୍ୟ ସଭାପତି ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ କେନ୍ଦ୍ର ଏବଂ ଓଡିଶା ଦାୟିତ୍ୱରେ ଥିବା
ସଞ୍ଜୟ ଜୟଶ୍ୱାଲଙ୍କ ସହ ଆମେ ଆଲୋଚନା କରିବୁ |
ବିଭିନ୍ନ
ବୋର୍ଡ ଏବଂ ନିଗମ ନିଯୁକ୍ତି ପାଇଁ ମଧ୍ୟ ଏକ୍ସରସାଇଜ ଆରମ୍ଭ ହୋଇଛି ବୋଲି ବିଜେପି ପ୍ରଭାରୀ
ବିଜୟ ପାଲ ସିଂ ତୋମର ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ