ଭୁବନେଶ୍ୱର, 25 ଫେବ୍ରୁଆରି (ହି.ସ.)
- ଆସନ୍ତା 28 ତାରିଖରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କ ଓଡ଼ିଶା
ଗସ୍ତ । 28ରେ ପୁରୀରେ ଥିବା ସ୍ବାସ୍ଥ୍ୟ ବିଭାଗର ଏକ କାର୍ଯ୍ୟକ୍ରମରେ ସାମିଲ
ହେବେ ଜେପି ନଡ୍ଡା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ସ୍ବାସ୍ଥ୍ୟ
ମନ୍ତ୍ରୀ ଉପସ୍ଥିତ ରହିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା