ମହୁମାଛି ଆକ୍ରମଣ ରେ ୩୦ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ
ଜୟପୁର, 26 ଫେବ୍ରୁଆରି (ହି.ସ.)କୋରାପୁଟ ଜିଲ୍ଲା ବୋରିଗୁମ୍ମା କାମତା ଶୈବପୀଠ ରେ ଶିବ ଦର୍ଶନ ପାଇଁ ଚଳଚଞ୍ଚଳ ହୋଇଥିଲା ଶ୍ରଦ୍ଧାଳୁ ଲମ୍ବା ଲାଇନ ରେ ଠିଆ ହୋଇ ଥିବା ବେଳେ ମନ୍ଦିର ନିକଟରେ ଥିବା ବର ଗଛ ରେ ଥିବା ମହୁମାଛି ହଠାତ ଆସି ଶ୍ରଦ୍ଧାଳୁଙ୍କ ଆକ୍ରମଣ କରିଥିଲେ ସମସ୍ତ ପ୍ରାଣ ବିକଳରେ ଦୌଡ଼ିବାକୁ ଲା
ମହୁମାଛି ଆକ୍ରମଣ ରେ ୩୦ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ


ଜୟପୁର, 26 ଫେବ୍ରୁଆରି (ହି.ସ.)କୋରାପୁଟ ଜିଲ୍ଲା ବୋରିଗୁମ୍ମା କାମତା ଶୈବପୀଠ ରେ ଶିବ ଦର୍ଶନ ପାଇଁ ଚଳଚଞ୍ଚଳ ହୋଇଥିଲା ଶ୍ରଦ୍ଧାଳୁ ଲମ୍ବା ଲାଇନ ରେ ଠିଆ ହୋଇ ଥିବା ବେଳେ ମନ୍ଦିର ନିକଟରେ ଥିବା ବର ଗଛ ରେ ଥିବା ମହୁମାଛି ହଠାତ ଆସି ଶ୍ରଦ୍ଧାଳୁଙ୍କ ଆକ୍ରମଣ କରିଥିଲେ ସମସ୍ତ ପ୍ରାଣ ବିକଳରେ ଦୌଡ଼ିବାକୁ ଲାଗିଲେ।ସେଥି ମଧ୍ୟରୁ ପ୍ରାୟ ତିରିଶିରୁ ଉର୍ଦ୍ଧ୍ବ ଲୋକଙ୍କୁ ଆକ୍ରମଣ କରିଥିଲେ ମହୁମାଛି।ସଂଗେ ସଂଗେ ଆହତ ଙ୍କୁ କୁମୁଲି ମେଡ଼ିକାଲ ରେ ଭର୍ତି କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande