ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା , ପ୍ରସ୍ତୁତି ନେଇ ସମିକ୍ଷା କଲେ ଜିଲାପାଳ
ଜୟପୁର, 26 ଫେବ୍ରୁଆରି (ହି.ସ.)ଜୟପୁର ଦଶହରା ପଡିଆରେ ଗୁରୁବାର ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଅନଷ୍ଟିତ ହେବ । ଏହି କୃଷି ମେଳା ୨୭ ତାରିଖ ଠାରୁ ୩ ତାରିଖ ଯାଏ ଚାଲିବ । ଏନେଇ ବୁଧବାର କୋରାପୁଟ ଜିଲାପାଳ ଭି କିତ୍ତି ଭାସନ ଦଶହରା ପଡିଆରେ ପହଞ୍ଚି ପ୍ରସ୍ତୁତି ନେଇ ଆଜି ଦିନ ୧୨ ଟା ୩୦ ମିନିଟ ସମୟରେ
ଆଞ୍ଚଳିକ କୃଷି  ଯନ୍ତ୍ରପାତି ମେଳା , ପ୍ରସ୍ତୁତି ନେଇ ସମିକ୍ଷା କଲେ ଜିଲାପାଳ


ଜୟପୁର, 26 ଫେବ୍ରୁଆରି (ହି.ସ.)ଜୟପୁର ଦଶହରା ପଡିଆରେ ଗୁରୁବାର ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଅନଷ୍ଟିତ ହେବ । ଏହି କୃଷି ମେଳା ୨୭ ତାରିଖ ଠାରୁ ୩ ତାରିଖ ଯାଏ ଚାଲିବ । ଏନେଇ ବୁଧବାର କୋରାପୁଟ ଜିଲାପାଳ ଭି କିତ୍ତି ଭାସନ ଦଶହରା ପଡିଆରେ ପହଞ୍ଚି ପ୍ରସ୍ତୁତି ନେଇ ଆଜି ଦିନ ୧୨ ଟା ୩୦ ମିନିଟ ସମୟରେ ସମିକ୍ଷା କରିଛନ୍ତି । ସମିକ୍ଷା ସମୟରେ ମୁଖ୍ୟ ଉନ୍ନୟନ ଅଧିକାରି ବେଣୁ ଧର ସବର, ଜୟପୁର ଉପ ଜିଲାପାଳ ଆକାବରମ ଶଶ୍ୟା ରେଡ୍ଡି ସହ କୃଷି ବିଭାଗର ଅଧିକାରି ମାନେ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande