ଭୁବନେଶ୍ୱର,31 ମେ (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଶୀତଳ ଷଷ୍ଠୀ’ ଅବସରରେ ଶୁଭକାମନା ଜଣାଇଛନ୍ତି ।
ସୋସିଆଲ ମିଡିଆରେ ସେ ଲେଖିଛନ୍ତି, ପବିତ୍ର ‘ଶୀତଳ ଷଷ୍ଠୀ’ ତଥା ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହ ଉପଲକ୍ଷେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ଦେବ ଦମ୍ପତି ପ୍ରତ୍ୟେକଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ଦିଅନ୍ତୁ, ଏହା ହିଁ କାମନା।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ